୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
ନୂଆଦିଲ୍ଲୀ: ଆଣ୍ଟାର୍କଟିକାର ଯେଉଁ ଦ୍ୱୀପରେ ଦିନେ ଦୁନିଆର ସବୁଠୁ ବଡ଼ ପେଙ୍ଗୁଇନ୍ କଲୋନୀ ଥିଲା, ସେଠାରେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମୁଦ୍ରର ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଖାଦ୍ୟର ଅନ୍ୱେଷଣ ଏହି ପେଙ୍ଗୁଇନ୍ମାନଙ୍କ…