Latest Odisha News

BREAKING NEWS

କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର: ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ଆଗରୁ ମଧ୍ୟ ଚାରି ଚକିଆରେ କଳା କାଚ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ, ଆଗକୁ ମଧ୍ୟ ଏହା ଉପରେ ଜାରି ରହିବ ବୋଲି ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ…

କୋହଲି, ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହେଲେ ଚୟନ କମିଟି ସଦସ୍ୟ

ରାଂଚୀ: ରାଂଚୀ ବିମାନ ବନ୍ଦରରେ ଭାରତୀୟ କ୍ରିକେଟ ଟିମର ଚୟନ କମିଟି ସଦସ୍ୟ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରଜ୍ଞାନ ଓଝା ପ୍ରଥମେ କୋହଲିଙ୍କ ସହ କିଛି ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ପରେ ସେ ଯାଇ ଗମ୍ଭୀରଙ୍କ ସହ…

ମିଛ ଏଜେଣ୍ଟ ସାଜି ଗାଡ଼ି ଛଡାଉଥିଲେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଜଣେ ବ୍ୟକ୍ତି ଋଣ ଆଦାୟ ଏଜେଣ୍ଟ ଭାବରେ ନିଜକୁ ପରିଚୟ ଦେଇ ଜୋରଜବରଦସ୍ତ ଗାଡି ଛଡାଇ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗାଡି ମାଲିକ କିସ୍ତି ଦେଇଥିଲେ ମଧ୍ୟ ସେ ଜବରଦସ୍ତି ଟାଣି ନେଇଥାନ୍ତି। ସୂତ୍ର ଅନୁସାରେ ଇଏମଆଇ ଦେବା ପରେ ମଧ୍ୟ ନକଲି ଏଜେଣ୍ଟ ଅତିରିକ୍ତ ଟଙ୍କା ଦାବି…

ରାଜ୍ୟର ଏହିସବୁ ସ୍ଥାନରେ ଘନ କୁହୁଡି…

ଭୁବନେଶ୍ୱର: ଆଗାମୀ ତିନି ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ରାଜ୍ୟ ରାଜଧାନୀରେ ରାତିର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।…

୧୦୦ ବର୍ଷ ପରେ କିପରି ଦେଖାଯିବ ମଣିଷ? ରିସର୍ଚ୍ଚରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଟିକିଏ ଚିନ୍ତା କରନ୍ତୁ, ଯଦି ଆପଣଙ୍କର ହାଡ଼ ଭାଙ୍ଗିବା ପରିବର୍ତ୍ତେ ରବର ପରି ବଙ୍କା ହେବାକୁ ଲାଗେ ଏବଂ ଆପଣଙ୍କର ଦାନ୍ତ ଥଣ୍ଟରେ ପରିଣତ ହୋଇଯାଏ, ତେବେ କ’ଣ ହେବ? ଏହା କାଳ୍ପନିକ କଥା ପରି ଲାଗୁଥିବ, କିନ୍ତୁ ସାମ୍ପ୍ରତିକ ବୈଜ୍ଞାନିକ ଗବେଷଣା ଅନୁଯାୟୀ ପରବର୍ତ୍ତୀ ଶତାବ୍ଦୀର…

Leopard: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଭୁବନେଶ୍ବର: ନନ୍ଦନକାନନକୁ ଆସିବ ଆଉ ଏକ ନୂଆ ଅତିଥି । ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନରେ ଚିତା ଦେଖିବାର ସୁଯୋଗ ପାଇବେ । ତେବେ ଖୁବ ଶୀଘ୍ର ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ଚିତା ବାଘଙ୍କ ଦୌଡ଼ିବା ଗତି ସର୍ବାଧବକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ । ଯାହା ଅନ୍ୟ…

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ…

ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ, ଚିନ୍ତାରେ କର୍ତ୍ତୃପକ୍ଷ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ…

ଚୀନକୁ ପଛରେ ପକାଇଲା ଆନ୍ଧ୍ର: ବିଶାଖାପଟନମରେ ଖୋଲିଲା ସବୁଠାରୁ ଲମ୍ବା ‘ଗ୍ଲାସ୍ ସ୍କାଏୱାକ୍’

ଅମରାବତୀ: ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ସହର ବିଶାଖାପଟନମର ସୁନ୍ଦର ପାହାଡ଼ଗୁଡ଼ିକ ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। କିନ୍ତୁ ଏଥର ଭାଇଜାଗ୍ ସହର ଏପରି କିଛି ରେକର୍ଡ ସୃଷ୍ଟି କରିଛି ଯାହା ଜାତୀୟ ଆଲୋଚନାର କାରଣ ପାଲଟିଛି। କୈଳାଶଗିରି ପାହାଡ଼ ଉପରେ ନିର୍ମିତ ଏହି 'ଗ୍ଲାସ…

Police SI Scam: ଗିରଫ ଦଲାଲ ଅରବିନ୍ଦ ଦାସକୁ ଜେରା କରୁଛି ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ଦଲଲାଲକୁ ଜେରା କରୁଛି ସିବିଆଇ । ଗିରଫ ଦଲାଲ ଅରବିନ୍ଦ ଦାସକୁ ଦୁଇଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି ସିବିଆଇ । ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି…