୧୦୦୦୦ ରନ କ୍ଲବରେ ଭାରତର ସ୍ମୃତି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ୪ର୍ଥ ଟି୨୦ ମ୍ୟାଚରେ ସ୍ମୃତି ୨୭ ରନ କରିଥିବା ବେଳେ ଏହି ସଫଳତାର ଫର୍ଦ୍ଦ…