ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆଘାତ ସମସ୍ୟା ଲାଗି ରହିଛି । ଏଥିନେଇ ସେଂଟର ଅଫ ଏକ୍ସିଲେନ୍ସ ସମାଲୋଚିତ ହୋଇଛି । ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସର ବାର୍ଷିକ ରିପୋର୍ଟ ଆଧାରରେ ଭାରତୀୟ କ୍ରିକେଟରମାନଙ୍କ ଆଘାତ ଓ ରିହାବ୍ ପ୍ରକ୍ରିୟା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ…