Latest Odisha News

BREAKING NEWS

Odisha Assembly Budget Session: ଧାନ ପ୍ରସଙ୍ଗ ନେଇ ଗୃହ ଅଚଳ, ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ବିଜେଡି…

ଭୁବନେଶ୍ଵର: ବୁଧବାର ଦ୍ୱିତୀୟ ଦିନରେ ଅଚଳ ଅବସ୍ଥାରେ ଗୃହ। ପ୍ରଶ୍ନକାଳରୁ ହିଁ ବିରୋଧୀଙ୍କ ହଙ୍ଗାମା। ଧୋଇଗଲା ପ୍ରଶ୍ନକାଳ। ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ…

NASA Scientist Warning: ଧ୍ଵଂସ ହୋଇଯିବ ଅନେକ ସହର!

ନୂଆଦିଲ୍ଲୀ: ଆସୁଛି ବଡ଼ ଭୂକମ୍ପ! ରଚାଇବ ଧ୍ଵଂସ ଲୀଳା! ମାଟିରେ ମିଶିଯିବ ବିଶ୍ଵର ଅନେକ ସହର! ଡରାଇଲାଣି ନାସା ନାସାର ଜଣେ ବୈଜ୍ଞାନିକ ପୃଥିବୀ ପାଇଁ ଏକ ଭୟଙ୍କର ଚେତାବନୀ ଜାରି କରିଛନ୍ତି। ନାସାର ଗ୍ରହ ପ୍ରତିରକ୍ଷା ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି ଯେ ପୃଥିବୀର ୧୫ ହଜାର…

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା: ଅଭିଯୁକ୍ତ ନାବଳକ ଗିରଫ

ଭୁବନେଶ୍ୱର: ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ। କଳିଙ୍ଗ ବିହାରରୁ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। ସେ ଜଣେ ନାବାଳକ ହୋଇଥିବା ପୋଲିସର ସୁଚନା ରହିଛି। ଅଭିଯୁକ୍ତର ବୟସ ୧୭ ବର୍ଷ। ସେ ପେଷାଦାର ନୁହେଁ, ପ୍ରଥମ ଥର ଏଭଳି ଅପରାଧ ଘଟାଇଥିବା ପୋଲିସ…

‌‌ଆମେରିକା ସେନାର ବଡ଼ ଆକ୍ରମଣ: ୧୧ ଜଣଙ୍କ ମୃତ୍ୟୁ

ୱାଶିଂଟନ: ଆମେରିକୀୟ ସେନା ମଙ୍ଗଳବାର ଦିନ କହିଛି ଯେ ଲାଟିନ୍ ଆମେରିକୀୟ ଜଳସୀମାରେ ନିଶା କାରବାର ସନ୍ଦେହରେ ତିନୋଟି ଡଙ୍ଗା ଉପରେ ଆକ୍ରମଣ କରିଛି, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଟ୍ରମ୍ପ ପ୍ରଶାସନର ମାସାଧିକ କାଳର ଅଭିଯାନର ସବୁଠାରୁ ଘାତକ ଦିନ ଥିଲା। ସେପ୍ଟେମ୍ବର ଆରମ୍ଭରୁ…

ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ପୁଣି ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର: ପୁଣି ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟରେ ଯନ୍ତ୍ରଣା କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଜେଲ ତରଫରୁ ତାଙ୍କୁ ଏମକେସିଜି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ତାଙ୍କୁ ଏମକେସିଜିର…

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ…

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମାତୃଭାଷା ପରୀକ୍ଷା ରହିଛି। ଆସନ୍ତାକାଲିଠୁ ଧନ୍ଦାମୂଳକ ଓ ୨୦ ତାରିଖରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)…

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସ ହରାଇଲା ବଡ଼ ୱିକେଟ, ବିଜେପିରେ ଯୋଗଦେବେ ଭୂପେନ ବୋରା

ଗୌହାଟୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆସାମରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର (୧୭ ଫେବୃଆରୀ, ୨୦୨୬) ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରାଙ୍କୁ ଭେଟିଥିଲେ। ବୈଠକ ପରେ, ଶର୍ମା ଘୋଷଣା କରିଥିଲେ ଯେ ବୋରା ଫେବୃଆରୀ ୨୨ ତାରିଖରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ସେୟାର କରି ‘ଜୟ ହୋ’ ଲେଖିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋର କ୍ୟାପସନରେ ମାକ୍ରୋନ୍ ଲେଖିଛନ୍ତି ‘ଜୟ ହୋ'। ଏହା ପୂର୍ବରୁ, ସେ ମୁମ୍ବାଇରେ ଭାରତ-ଫ୍ରାନ୍ସ ନବସୃଜନ ଫୋରମକୁ…

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର: ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’‘। ଏହା ବ୍ୟତିତ 'ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ। ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ କହିଛନ୍ତି ଯେ ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ…

ବାବ୍ରୀ ଶୈଳୀରେ ମସଜିଦ ନିର୍ମାଣ ନେଇ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରୀ ମସଜିଦ ନିର୍ମାଣ ପାଇଁ ନିଲମ୍ବିତ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ହୁମାୟୁନ କବୀରଙ୍କ ଘୋଷଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଉପରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି। ଏହା କେବଳ ବାବ୍ରୀ ମସଜିଦର ଏକ…