Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro…
ନୂଆଦିଲ୍ଲୀ: ଆମେରିକା ଚାକିରି ସ୍ବପ୍ନ କ’ଣ ସ୍ବପ୍ନରେ ରହିଯିବ? ଏବେ କ’ଣ ପୁଣି ଆମେରିକା ଛାଡି ଘରକୁ ଫେରିବାକୁ ପଡିବ? ଆମେରିକାରେ ଚାକିରି କରିବା ସ୍ୱପ୍ନ ଦେଖୁଥିବା ଭାରତୀୟ ଆଇଟି ପେଶାଦାରଙ୍କ ପାଇଁ ବଡ଼ ଝଟକା! ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ନୂଆ ପଦକ୍ଷେପ ଯୋଗୁଁ TCS, Infosys, Wipro,…