Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ସେୟାର କରି ‘ଜୟ ହୋ’ ଲେଖିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋର କ୍ୟାପସନରେ ମାକ୍ରୋନ୍ ଲେଖିଛନ୍ତି ‘ଜୟ ହୋ'। ଏହା ପୂର୍ବରୁ, ସେ ମୁମ୍ବାଇରେ ଭାରତ-ଫ୍ରାନ୍ସ ନବସୃଜନ ଫୋରମକୁ…

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର: ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’‘। ଏହା ବ୍ୟତିତ 'ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ। ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ କହିଛନ୍ତି ଯେ ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ…

ବାବ୍ରୀ ଶୈଳୀରେ ମସଜିଦ ନିର୍ମାଣ ନେଇ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରୀ ମସଜିଦ ନିର୍ମାଣ ପାଇଁ ନିଲମ୍ବିତ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ହୁମାୟୁନ କବୀରଙ୍କ ଘୋଷଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଉପରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି। ଏହା କେବଳ ବାବ୍ରୀ ମସଜିଦର ଏକ…

ପାକିସ୍ତାନ କ୍ରିକେଟର ଇମାଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ଲାହୋର: ପାକିସ୍ତାନ କ୍ରିକେଟର ଇମାଦ ୱାସିମ ପୂନର୍ବାର ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ପତ୍ନୀ ସାନିଆ ଅସଫାକ ତାଙ୍କ ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ସେ ଏକ ପୋଷ୍ଟରେ ତାଙ୍କ ଗର୍ଭସ୍ଥ ସନ୍ତାନକୁ ଇମାଦ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଏହାର ଭିଡିଓ ପ୍ରମାଣ…

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟିନେଲେ

ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଏକାଧିକ ଲୁଟ୍ ହେଉଥିବା ନେଇ ସୂଚନା ମିଳିଛି । ତେବେ ଏପରି ସମୟରେ କଳିଙ୍ଗ ବିହାର ଅଞ୍ଚଳର ଏକ ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତମାଣ୍ଡୋ ଥାନା ଅଧୀନରେ ଥିବା ଏକ ଅଳଙ୍କାର ଦୋକାନରୁ…

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଈଶାନ କିଶାନ

ନୂଆଦିଲ୍ଲୀ: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ କିଶାନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କାହାକୁ ବିବାହ କରିବେ ତାର ଖୁଲାସା ତାଙ୍କ ଜେଜେବାପା ଅନୁରାଗ ପାଣ୍ଡେ କରିଛନ୍ତି । ଟି୨୦ ବିଶ୍ୱକପରେ ଈଶାନ ପାକିସ୍ତାନ ବିପକ୍ଷରେ ୭୭ ରନର ଚମତ୍କାର ଇନିଂସ ଖେଳି ଭାରତ ବିଜୟରେ ମୂଖ୍ୟ…

ଚିକିଟି ପିଇଓ ବିଷ ପିଇବା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିକିଟିର ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବିରୁଦ୍ଧରେ ଜଣେ ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ…

ଓଡିଶାବାସୀଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଚିତା ବାଘ

ଭୁବନେଶ୍ୱର: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ଆଉ ଏବେ ରାଜ୍ୟବାସୀଙ୍କୁ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ…

Maoists Surrender: ଅସ୍ତ୍ରଶସ୍ତ୍ର ସହ ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଆଜି ୨୨ ଜଣ ହାଡକୋର ମାଓବାଦୀମାନେ ନିଜର ବିପୁଳ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ମହିଳା ମାଓବାଦୀ ରହିଥିବା ସୂଚନା ମିଳିଛି । ଛତିଶଗଡ ସରକାରଙ୍କ ପୁନର୍ବାସ ନୀତିରେ…

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ତାରିକ ରହମାନ, ସାମିଲ ହେଲେ ଭାରତର…

ଢାକା: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ମୁଖ୍ୟ ତାରିକ ରହମାନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶେଖ ହାସିନାଙ୍କ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ସେ ସରକାର ଗଠନ କରିବେ। ତ୍ରୟୋଦଶ ସଂସଦୀୟ ନିର୍ବାଚନରେ BNP ୨୯୭ ଆସନରୁ ୨୦୯ ଆସନ ଜିତିଥିଲା।…