Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି; ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି…

ଭୁବନେଶ୍ୱର: ରାଷ୍ଟ୍ରପତି ଆସନ୍ତା ନଭେମ୍ବର ୨୭ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହାକୁ ନଜରରେ ରଖି କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା…

ବ୍ରହ୍ମପୁର ଏବଂ ଉଧନା ମଧ୍ୟରେ ଦୈନିକ ଗଡିବ ଅମୃତ ଭାରତ ଏକ୍ସପ୍ରେସ୍ 

ଭୁବନେଶ୍ୱର: ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଯାତାୟାତ କୁ ଉନ୍ନତ କରିବା ପାଇଁ ଓ ଯାତ୍ରୀମାନଙ୍କର ଆବଶ୍ୟକତାକୁ ନଜରରେ ରଖି ରେଳ ମନ୍ତ୍ରଣାଳୟ ବ୍ରହ୍ମପୁର ଏବଂ ଉଧନା ମଧ୍ୟରେ ପ୍ରତିଦିନ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ଟ୍ରେନ୍ ନମ୍ବର…

ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ କି ପଲାଶ, ଭାଇରାଲ ହ୍ୱାଟ୍ସଅପ୍…

ମୁମ୍ବାଇ: ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ରେ ବଲିଉଡ ସିଙ୍ଗର ପଲାଶ ମୁଛଲଙ୍କୁ ବିବାହ କରିଥାନ୍ତେ। ସେହି ଦିନ ତାଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ବିବାହ ଅଟକି ଯାଇଥିଲା। ଏହା ପରେ ପଲାଶ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ…

ଟି ୨୦ ବିଶ୍ୱକପ୍: ଫେବୃଆରୀ ୧୫ରେ ଭାରତ vs ପାକିସ୍ତାନ ମ୍ୟାଚ୍

ନୂଆଦିଲ୍ଲୀ: ୨୦୨୬ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି ୨୦ ବିଶ୍ୱକପ୍ ଆୟୋଜନ କରିବା ନେଇ ସୂଚନା ମିଳିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହୋଇ ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ତାରିଖରେ ଶେଷ ହେବା ନେଇ କୁହା ଯାଉଛି। ଏହାର ପ୍ରଥମ ମ୍ୟାଚ ଭାରତ ଓ…

ପରିବର୍ତ୍ତନ ହେଉଛି ଭାରତର ଡିଫେନସ୍ ସେକ୍ଟର, ସାଇଲେଣ୍ଟ ରିଭଲ୍ୟୁସନ ଭଳି କାମ କରୁଛି ନୌସେନା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ନେଭାଲ ଇନୋଭେସନ୍ ଆଣ୍ଡ ଇଣ୍ଡିଜିନେସନ ଅର୍ଗାନାଇଜେସନ (NIIO) ସେମିନାରରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା କ୍ଷେତ୍ର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତର ପ୍ରତିରକ୍ଷା କ୍ଷେତ୍ର ଧିରେ ଧିରେ…

ଇତିହାସ ହୋଇ ରହିଯିବ ବିଜେଡି: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଉପସଭାପତି ପଦ ଅଗ୍ରାହ୍ୟ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । କିଛି ବିଜେଡି ନେତା ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ନିଆଁରେ ଘିଅ ଢାଳିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ…

କେନ୍ଦ୍ରକୁ ମମତାଙ୍କ ଖୋଲା ଚେତାବନୀ, ଆକ୍ରମଣ କଲେ ଦେଶକୁ ଦୋହଲାଇଦେବୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ SIRକୁ କେନ୍ଦ୍ର କରି ବିଜେପି ଉପରେ ବର୍ଷିଛନ୍ତି। ସେ ବାଂଲାଦେଶ ସୀମାନ୍ତବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାର ମାଟୁଆ ସମ୍ପ୍ରଦାୟର ଗଡ଼ ବନଗାଓଁରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରୁ…

ମୁଁ ଓଡ଼ିଶା ଆସିବାକୁ ଏମିିତି କରିଥିଲି’; ଆମେରିକାରୁ ଓଡ଼ିଶା ଫେରିଥିବା ଝିଅ କହିଲେ ସତ…

ଭୁବନେଶ୍ବର: ଆମେରିକାରେ ପାଳିତ ପିତାମାତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜଣେ ଓଡ଼ିଆ ଝିଅ ପୂଜା ଓରଫ ସେଜଲ। ଏହାର କିଛି ସପ୍ତାହ ପରେ ସେ ଦାବି କରିଛନ୍ତି ଯେ ସେ କେବଳ ଓଡ଼ିଶା ଫେରିବା ପାଇଁ ଆମେରିକୀୟ ଦମ୍ପତିଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଥିଲେ।…

ଭୁବନେଶ୍ବରରେ ଶୁଭାଂଶୁ ଶୁକ୍ଳା, ମହାକାଶ ଯାତ୍ର କଥା କହିଲେ ମହାକାଶଚାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ। ୨୦୨୫ ମସିହାରେ ଆକ୍ସିଅମ୍ ମିଶନ୍ ୪, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ପାଇଁ ମିଶନ ପାଇଲଟ୍ ଭାବରେ ଇତିହାସ ରଚିଥିବା ଶୁଭାଂଶୁ…

ପ୍ରେମ ପାଇଁ ବାଇକ ଚୋରି

ଭୁବନେଶ୍ୱର: ପ୍ରେମ ସଜାଇଲା ବାଇକ୍‌ ଚୋର। ପ୍ରେମିକା ପାଇଁ ସୁପର ବାଇକ୍‌ ହେଲା କାଳ। ଗାର୍ଲଫ୍ରେଣ୍ଡ ପାଇଁ ରାଜଧାନୀରେ ବାଇକ୍‌ ଚୋରି କରି ଫସିଲା ବଏଫ୍ରେଣ୍ଡ। ଗାର୍ଲଫ୍ରେଣ୍ଡକୁ ବାଇକ୍‌ରେ ବସାଇ ଚମ୍ପଟ୍‌ ବେଳେ ପିଛା କଲା ପୋଲିସ। ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଇବା ବେଳେ କାବୁ…