ଜୁବୀନ ଗର୍ଗଙ୍କ ମୃତ୍ୟୁ ଏକ ହତ୍ୟା ମାମଲା; କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ଏକ ହତ୍ୟା ମାମଲା।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଙ୍ଗଳବାର ବିଧାନସଭାରେ କହିଛନ୍ତି।
ତେବେ ସିଙ୍ଗାପୁର ସମୁଦ୍ରରେ ପହଁରିବା ସମୟରେ ଗାୟକଙ୍କ ମୃତ୍ୟୁର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଏହି ମାମଲାରେ ହତ୍ୟା ଅଭିଯୋଗ…