ପାଇଖାନା ଟାଙ୍କି ଭିତରୁ ଦେଶୀ ମଦ ଜବତ, ୫ ଗିରଫ
ଭୁବନେଶ୍ବର: ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା।
ଫଳରେ ଉକ୍ତ ଅଞ୍ଚଳରେ ପାଇଖାନା…