G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ
ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜି-ରାମ-ଜି…