ଆହୁରି ସପ୍ତାହେ କଲବଲ କରିବ ଜାଡ
ଭୁବନେଶ୍ବର: ଓଡ଼ିଶାରେ ଘନ କୁହୁଡ଼ି ସହିତ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ଯାହା ଫଳରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଜିଲ୍ଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆହୁରି ସପ୍ତାହେ କଲବଲ କରିବ ଜାଡ। ଘନ କୁହୁଡି ଓ ସୁଲୁସୁଲିଆ ଦକ୍ଷିଣା ପବନ…