Latest Odisha News

BREAKING NEWS

ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ

ନୂଆଦିଲ୍ଲୀ: ଘାନା ଗସ୍ତରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ସେଠାକାର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ଓକୁଡ୍‌ଜେଟୋ ଆବ୍ଲାକ୍ୱାଙ୍କୁ ଭେଟିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ​​କରିବା, ନୂତନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ…

ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

ମୁମ୍ବାଇ: ଟିମ୍ ଇଣ୍ଡିଆର ତାରକା ଓପନର ଯଶସ୍ୱୀ ଜୈସୱାଲ ଏବେ ୱିକେଟକିପିଂ କରୁଥିବାର ନଜର ଆସିଛନ୍ତି । ମୁମ୍ବାଇ ପାଇଁ ଆଗାମୀ ରଣଜୀ ମ୍ୟାଚ୍‌ରେ ସେ ୱିକେଟକିପିଂ ଦାୟିତ୍ୱ ତୁଲାଇପାରନ୍ତି । ବର୍ତ୍ତମାନ ଯଶସ୍ୱୀ କେବଳ ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳର ନିୟମିତ ସଦସ୍ୟ ଅଛନ୍ତି ।  ଟି୨୦ ଦଳରୁ…

ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତୀୟ ପୁରୁଷ ହକି ଦଳର ନଜର

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳର ଐତିହାସିକ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଜୟର ଉତ୍ସବ ପରେ ଏବେ ପରବର୍ତ୍ତୀ ବଡ଼ ଚ୍ୟାଲେଞ୍ଜ ଆଡ଼କୁ ସମସ୍ତଙ୍କ ନଜର ଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ବର ୫ ପର‌୍ୟ୍ୟନ୍ତ ଜଳନ୍ଧର ଏବଂ ମୋହାଲିରେ ଆୟୋଜିତ ହେବାକୁ ଥିବା 'ହୀରୋ…

ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବଡ଼ ସ୍କାମ: ଚାକିରି ପାଇଁ ବୟସ ଜାଲିଆତି ଅଭିଯୋଗ

ଭୁବନେଶ୍ବର: ଓଡ଼ିଶା ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟ (ଟିବିପିଏମ୍)ରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବେସରକାରୀ ଭାବେ କାମ କରିବା ପରେ ୨୦୧୪ ମସିହାରେ ଟେକ୍ସଟ୍ ବୁକ୍ ପ୍ରିଣ୍ଟିଂ ପ୍ରେସ୍ ମଜଦୁର ସଂଘ ସେମାନଙ୍କୁ ସରକାରୀ ବେତନ ସହ…

Bbsr-Daspalla MEMU Train:ମେମୁ ଟ୍ରେନ୍‌ରୁ କଲେଜର ଅଧକ୍ଷଙ୍କ ମୃତଦେହ ଉଦ୍ଧାର

ନୟାଗଡ଼:ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଦଶପଲ୍ଲା ଷ୍ଟେସନରେ ସନ୍ଦେହଜନକ ଅବସ୍ଥାରେ ଠାବ । ଭୁବନେଶ୍ବର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧକ୍ଷ ମହେଶ୍ବର ମହାପାତ୍ର(୫୬)ଙ୍କ ମୃଦହେଦ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । କଲେଜ ଅଧ୍ୟକ୍ଷଙ୍କ ମୃତଦେହ…

ଅଷ୍ଟ୍ରେଲୀୟ କ୍ରିକେଟର ଜେକ୍ ୱେଦରାଲ୍ଡ ଗୁରୁତର ଆହତ: ବାଉଣ୍ଡ୍ରିରେ ମେଟାଲ୍ ବୋର୍ଡ ସହ ପିଟି ହୋଇଯାଇଥିଲା ମୁଣ୍ଡ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଓପନର ଜେକ୍ ୱେଦରାଲ୍ଡ ଫିଲ୍ଡିଂ ସମୟରେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଶେଫିଲ୍ଡ ଶିଲ୍ଡ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭିକ୍ଟୋରିଆ ବିପକ୍ଷରେ ଫିଲ୍ଡିଂ କରୁଥିବା ସମୟରେ ବାଉଣ୍ଡ୍ରି ନିକଟରେ ଥିବା ଏକ ମେଟାଲ୍ ଆଡଭରଟାଇଜିଂ ବୋର୍ଡ ସହ ତାଙ୍କ ମୁଣ୍ଡ ପିଟି…

କାହିଁକି ଶ୍ରୀମନ୍ଦିରର ଜେଟିପି ଲଖିଆକୁ ଗିରଫ କରୁନି ପୋଲିସ? ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ…

ପୁରୀ: ଶ୍ରୀମନ୍ଦିରର ପାୱରଫୁଲ୍ ଜେଟିପି ଲଖିଆ ଓରଫ୍ ଲକ୍ଷ୍ମୀଧର ଉପାଧୟଙ୍କ ଆଗରେ ମୁଣ୍ଡ ନୁଆଁଇଛି କି ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ? ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜୋର ଧରିଛି । କ୍ୟାମେରାମ୍ୟାନଙ୍କ ଉପରେ ଶ୍ରମନ୍ଦିର ଭିତରେ…

ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି

ଭୁବନେଶ୍ୱର: ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଭିଯାନ (ସିଏସଡ଼ି) ଓଡିଶା ଏବଂ ଅନ୍ୟାନ୍ୟ ଲୋକ ସଂଗଠନମାନଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପେସା ଆଇନ୍ ନିୟମାବଳୀ ପ୍ରଣୟନ କ୍ଷେତ୍ରରେ ଅହେତୁକ ବିଳମ୍ବ ଏବଂ ଜଙ୍ଗଲ ଅଧିକାର ଆଇନ-୨୦୦୬ ର ଉପଯୁକ୍ତ କାର୍ଯ୍ୟକାରିତା…

FIR against Rahul, Priyanka: ଜନ୍ତରମନ୍ତରରେ ଧସ୍ତାଧସ୍ତି, ‘ପ୍ରିୟଙ୍କା ମାରିଲେ କହୁଣୀ, ରାହୁଲ କଲେ…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ବୁଧବାର ଇଣ୍ଡିଆ ମେଣ୍ଟର ବିକ୍ଷୋଭ ବେଳେ ହୋଇଥିବା ଧସ୍ତାଧସ୍ତି ଘଟଣାକୁ ନେଇ ରାଜନୈତିକ ତାତି ବଢ଼ିଛି। ଏହି ଘଟଣାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ FIR ରୁଜୁ କରିଛି।…

Raid at Medicine Stores:୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଏହି ଜିଲ୍ଲାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

ଭୁବନେଶ୍ବର: ରାଜ୍ୟବ୍ୟାପୀ ଔଷଧ ଦୋକାନରେ ଚଢ଼ଉ ଜାରି ରହିଛି । ନିଶାମୁକ୍ତ ଅଭିଯାନ ଅଧୀନରେ ଚଳିତମାସ ପହିଲାରୁ ଚଢ଼ଉ ଆରମ୍ଭ ହୋଇଛି। ପୋଲିସ ଓ ଭେଷଜ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ଚଢ଼ଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ଟି ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ କରାଯାଇଛି ।…