ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି
ମୁମ୍ବାଇ: ମୋହନଲାଲଙ୍କ ଲୋକପ୍ରିୟ ଫିଲ୍ମ ଦୃଶ୍ୟମ ସିରିଜର ତୃତୀୟ ପାର୍ଟ ଚଳିତ ବର୍ଷ ଏପ୍ରିଲରେ ରିଲିଜ ହେବ । ଦୃଶ୍ୟମ ଫ୍ରାଂଚାଇଜର ଏହା ଶେଷ ଫିଲ୍ମ ହେବ । ନିର୍ଦ୍ଦେଶକ ଜୀତୁ ଜୋସେଫ ଏହା ସ୍ପଷ୍ଟ କରିଛନ୍ତି । ଜୀତୁ ଓ ମୋହନଲାଲଙ୍କ ଏହି ଫିଲ୍ମର ୨ଟି ଯାକ ସଂସ୍କରଣ ବକ୍ସ ଅଫିସରେ ଭଲ…