Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ସିସୋଦିଆଙ୍କ ଓକିଲ ଅଭିଷେକ ସିଙ୍ଘଭି ଓ ଅତିରିକ୍ତ ସଲିସିଟର…

ବାହାନଗା ଟ୍ରେନ୍ ଟ୍ରାଜେଡି: ନିଲାମ ହେବ ୨୧ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର। ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍। ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟ ଦେଲେ ଅନୁମତି। ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ଏଡିଜେ(୨) କୋର୍ଟ । ଡିଆରଏମଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ।…

ଅଷ୍ଟ୍ରେଲିଆ ବିପକ୍ଷ ମୁକବିଲା ପୂର୍ବରୁ ପାକିସ୍ତାନକୁ ଘାରିଲା ଆଉ ଏକ ସଙ୍କଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିକଟରୁ ଶୋଚନୀୟ ଭାବେ ହାରିଥିବା ପାକିସ୍ତାନ ଟିମକୁ ଆଉ ଏକ ସଙ୍କଟ ଘାରିଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଦଳର ଅଧିକାଂଶ ଖେଳାଳି ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ ମଙ୍ଗଳବାର ପାକିସ୍ତାନ ଟିମ ଅଭ୍ୟାସ…

ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କଲେ ମୋଦି: ୨୩ ହଜାର କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସାମୁଦ୍ରିକ ଶିଖର ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ପ୍ରକଳ୍ପକୁ ମୋଦି ସ୍ୱୀକୃତି ପ୍ରଦାନ କରିଛନ୍ତି। ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୀର୍ଘକାଳୀନ ପ୍ରକଳ୍ପ ‘ଅମୃତ…

ରେକର୍ଡ ଭାଙ୍ଗିଲା ଚାରିଧାମ ଯାତ୍ରା, ଦର୍ଶନ କଲେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଡେରାଡୁନ: ଚଳିତବର୍ଷ ଇତିହାସ ରଚିଛି ଚାରିଧାମ ଯାତ୍ରା । ଅହେତୁକ ମାତ୍ରାରେ ଛୁଟୁଛି ତୀର୍ଥଯାତ୍ରୀଙ୍କ ସୁଅ। ଚାରିଧାମରେ ଜାରି ରହିଥିବା ବରଫ ବର୍ଷା ସତ୍ତ୍ବେ ଏହାକୁ ଖାତିର ନକରି କେଦାରନାଥ, ବଦ୍ରିନାଥ, ମା' ଗଙ୍ଗୋତ୍ରୀ ଓ ମା' ଯମୁନେତ୍ରୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।…

ମା’ଙ୍କ ସଚ୍ଚା ଭକ୍ତ: ହାତରୁ ଟଙ୍କା ଦେଇ ବନ୍ଧକ ଥିବା ଗହଣା ମୁକୁଳାଇଲେ ମୁସଲମାନ ଯୁବକ

କଟକ: ଭକ୍ତି ପାଇଁ କ’ଣ ବା ଲୋଡା ?  କେବଳ ଭାବ ଟିକିଏ, ତ୍ୟାଗ ଟିକିଏ । ଧର୍ମ, ସଂପ୍ରଦାୟର ପରିଚୟ କିମ୍ବା ବିଧିବିଧାନ କ’ଣ କେବେ ଭକ୍ତିର ମାପିକାଠି ହୋଇପାରେ ? ବିଲକୁଲ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ   ଏଠି ଆପଣଙ୍କୁ ଦେବୁ । ଆଉ କେଉଁଠି ନୁହେଁ, ଭାଇଚାରାର ସହର କଟକରେ ଏଭଳିକିଛି…

ଟି୨୦: ଯୁବରାଜ ସିଂଙ୍କ ରେକର୍ଡ ଭଙ୍ଗ କଲେ ଆଶୁତୋଷ

ରାଂଚୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଶୁତୋଷ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି । ରେଲୱେ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରେ ଅର୍ଦ୍ଧଶତକ ହାସଲ…

ଜୟପୁର ପୋଲିସକୁ ବଡ ସଫଳତା: ସାଇବର ଠକେଇ ଅଭିଯାଗରେ ୩ ଗିରଫ

ଜୟପୁର : ବଡ ଧରଣର ସାଇବର ଠକେଇର ପର୍ଦ୍ଧାଫାସ କଲା ଜୟପୁର ସଦର ପୋଲିସ । ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ କରି ଆକାଉଣ୍ଟ ଖୋଲିବା ଓ ଠକିବା ଅଭିଯୋଗରେ ପୋଲିସ ୩  ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ ମାନେ ହେଲେ ସେମିଳିଗୁଡାର ବଳରାମ ଦାସ , ଭୁବନେଶ୍ବରର…

ଆମେରିକା, ଇସ୍ରାଏଲକୁ ଚେତାଇଲା ଇରାନ

ଜେରୁଜେଲମ: ଇସ୍ରାଏଲ ଆକ୍ରମଣରେ ହମାସ ଆତଙ୍କବାଦୀ ଧିରେ ଧିରେ ଦୁର୍ବଳ ହେଉଛନ୍ତି । ଫଳରେ ପାଲେଷ୍ଟାଇନ ତଥା ହମାସ ସମର୍ଥକ ବ୍ୟତୀବ୍ୟସ୍ତ ହେବା ଆରମ୍ଭ ହୋଇଛି । ଗାଜା ଉପରେ ଇସ୍ରାଏଲ ଘନ ଘନ ମିସାଇଲ ମାଡ କରିବା ସହ ଲେବାନନର ହିଜବୁଲ୍ଲାଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛି । ଆମେରିକା…