ଆତଙ୍କ
ଆତଙ୍କ
ମୂଳ ରଚନା : ଅଗ୍ନି ଶେଖର
ଅନୁବାଦ : ପାରମିତା ଷଡ଼ଙ୍ଗୀ
କହିଥିଲ ତୁମେ-
କୁଣ୍ଡଳୀ ମାରି ବସିଛି ସେ
ମୋ ଲେଖନୀ ଉପରେ
ମୁଁ ବି ତୁମ କଥାରେ ଗଣ୍ଠି ବାନ୍ଧି ଦେଲି
ପଢିଲିନି ଖବର କାଗଜ
ଖାଲି ଫିଲ୍ମ୍ ଦେଖିଲି
କହିଲି ମିଛ,
ଗୁଲିଖଟି କଲି
ଅଧାରୁ ଅଧିକ ବୟସ ବିତାଇଲା ପରେ ବି…