ଭାଷା ଭାଗବତ : ଶାସ୍ତ୍ରୀୟ ସ୍ବାନୁଭୂତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହାକୁ କହୁଁ ଆମେ ଶାସ୍ତ୍ର
ତାହା କଦାପି ନୁହେ ଅସ୍ତ୍ର
ନିୟଂତ୍ରଣ କରିବ ମନ
ଅଥବା ସ୍ବାଧୀନ ଚିଂତନ
ଶାସ୍ତ୍ର, ଶାସ୍ତ୍ର ହୁଅଂତି ଘୋଷି
ନିର୍ଦିଷ୍ଟ ଶାସ୍ତ୍ର ନ ପ୍ରକାଶି
ତେଣୁ ମତ ଯାହାର ଯାହା
ଶାସ୍ତ୍ର ବୋଲାଇଥାଏ ତାହା…