ଭାଷା ଭାଗବତ : ଭାଷା ମାନସିକ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜଣେ ଶିଖିଲେ ଗୋଟେ ଭାଷା
ତା'ର ସ୍ମୃତିରେ ବାଂଧେ ବସା
ଭାଷା ହୁଏନି ମନୁ ଖେଦି
ମର୍ମକୁ ଯାଇଥାଏ ଭେଦି
ସ୍ମୃତିରୁ ଭାଷା ଉନ୍ମୂଳନ
ପ୍ରୟାସ ହୁଏ ଅକାରଣ
କରୁଁ ନ କରୁଁ ବ୍ୟବହାର
ସ୍ମୃତିରେ ରହେ ନିରଂତର
କଥା କହୁଁ କି…