ଭାଷା ଭାଗବତ : ଅମିଶ୍ରିତ ସତ୍ୟ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନେକ କଥାକୁ ଉପେକ୍ଷା
ନ କଲେ, ସୁନିର୍ଦିଷ୍ଟ ଶିକ୍ଷା
ଗ୍ରହଣ କରିହୁଏନାହିଁ
ଏ ସତ୍ୟ ବୁଝୁଁ ମନ ଦେଇ
ଏକାଗ୍ର-ଚିତ୍ତ ହେଲେ ବ୍ୟକ୍ତି
ବଢ଼ାଇ ବିଷୟାନୁରକ୍ତି
ସହିତ ନିଷ୍ଠା ଆଉ ଧୈର୍ଯ
ସଂପନ୍ନ କରେ ନିଜ କାର୍ଯ
ସବୁ ଆଡ଼କୁ…