Latest Odisha News

BREAKING NEWS

ଭାଷା ଭାଗବତ : ବହି କିଣା, ବଂଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅସଂଖ୍ୟ ବହି କିଣା ହୋଇ ଗ୍ରଂଥାଗାରରେ ଥାଂତି ଶୋଇ ସେ ନିଦ ହୁଏ ଦୀର୍ଘସ୍ଥାୟୀ କେହି ନିଦ ଭାଂଗଂତିନାହିଁ ଆମ ପୁସ୍ତକପ୍ରେମୀଗଣ ସଭାରେ ଦେଲେ ହେଁ ଭାଷଣ ଶୁଣିବା ପାଇଁ ନାହିଁ କାନ ବୁଝିବା ଭଳି ନାହିଁ ମନ ଲେଖକ, କବି…

ଭାଷା ଭାଗବତ : ତାଂକର ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେଖିନି ରୂପ ମୁଁ ତାଂକର ଅଥବା ଶୁଣିନାହିଁ ସ୍ବର ତେବେ ବି ତାଂକର ଅକ୍ଷର ପଢ଼ିଲେ ଲାଗଇ ନିଜର ସେ କି ମୋହର ପ୍ରତିନିଧି ଜାଣିନି ଯେଣୁ ଅଦ୍ୟାବଧି ବିସ୍ମିତ ହୁଏଁ ତାଂକୁ ପଢ଼ି ମୋ ମନୋଭାବ ଦେଲେ ଗଢ଼ି ମଧୁର କବିତା ରୂପରେ…

ଭାଷା ଭାଗବତ : ସ୍ବଭାଷା ବିଗଳିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦଶଟି ସଂସ୍କୃତ ଶ୍ଳୋକାର୍ଥ ଯିଏ ବି କରିଛି କଂଠସ୍ଥ ସେ ଏଠି ବୋଲାଇ ପଂଡିତ ଅର୍ଜନ କରେ ମାନ, ବିତ୍ତ ଯାହା ବୁଝଂତିନାହିଁ କେହି ତାହାକୁ ବାରଂବାର କହି ପଂଡିତେ ଲୋକମନ ମୋହି ସୁଖେ ଏଠି ଥାଆଂତି ରହି ଆତ୍ମସ୍ବୀକୃତ…

ଭାଷା ଭାଗବତ : ସ୍ଥାୟୀ ସମାଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଇଂଦ୍ରଧନୁର ସାତ ରଂଗ କରିହୁଏନି ଭାଗ ଭାଗ ଏକ ଆରେକ ସଂଗେ ମିଶି ସୌଂଦର୍ଯ ପାରଂତି ପ୍ରକାଶି ଭାଷା ସହିତ ଭାଷା ଯୋଡ଼ି ହଟାଇ ଅସ୍ବଚ୍ଛ କୁହୁଡ଼ି ମନୁ ଭାବନା ଦେଲେ କାଢ଼ି ଭାଷା ପାରେ ଚଂଚଳ ବଢ଼ି ଶବ୍ଦର ଆଦାନପ୍ରଦାନ ଯୋଗୁଁ…

ଭାଷା ଭାଗବତ : ଅଲୋଡ଼ା ଜ୍ଞାନ-ଭିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ ଯାହା ଲାଗେ ଭଲ ତାହା କରିଲେ କଲବଲ ହୋଇ ପାଏନି ଭଲ ଫଳ ସାରେ ସଂବଳ ଆଉ ବଳ ଭଲ ଲାଗେ କି ଭଲ ହୁଏ ପାର୍ଥକ୍ଯ ବୁଝିପାରେ ଯିଏ ସେ କରିଚାଲେ ଆତ୍ମୋନ୍ନତି ହୁଏନି ଖୁବ୍‌ ବେଶି କ୍ଷତି କ୍ଷଣିକାନଂଦ ପ୍ରାପ୍ତି ପାଇଁ…

ଭାଷା ଭାଗବତ : ମୁଖ୍ଯ ଅସୁବିଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତକୁ ନ ଦେଇ ଗୁରୁତ୍ବ ଆମେ ରହିଲେ କର୍ମରତ ହେବା ସମାଧାନର ଅଂଶ ସ୍ବଭାଷା କରିବାନି ଧ୍ବଂସ କେହି ବି ନାହାଂତି ବଇରି ତେବେ ବି ମିଛେ ଡରି ଡରି ପାଳୁଛୁଁ ମନେ କୁଂଠା, ଦ୍ବିଧା ତାହା ହିଁ ମୁଖ୍ଯ ଅସୁବିଧା ଯାହା ଶୁଣଂତି,…

ଭାଷା ଭାଗବତ : ଲେଖା ଓ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବକ୍ତବ୍ୟାଂଶକୁ କରି ଆଳ ବ୍ୟକ୍ତି ସହିତ ଗଂଡଗୋଳ କରିବା ଭଳି ଏକ ଖେଳ କରୁଛି ଭାଷାକୁ ଦୁର୍ବଳ ବ୍ୟକ୍ତିର ବହୁବିଧ କାର୍ଯ ଅନୁଶୀଳନ ପାଇଁ ଧୈର୍ଯ ହେଲେ ହେଁ ଖୁବ୍‌ ଆବଶ୍ୟକ ବୁଝଂତିନାହିଁ ଆମ ଲୋକ କଥାରୁ ଖିଅ ବାଛି,…

ଭାଷା ଭାଗବତ : ଶୁଦ୍ଧତା ବିନାଶୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମସ୍ୟା କଲେ ଆଲୋଚନା ସମାଧାନ ପଡ଼େନି ଜଣା ପୁରୁଣା ସମସ୍ୟାକୁ ଘାଂଟି ସମାଧାନ ହୁଏନି ଭେଟି ନୂଆ ଢଂଗରେ କରି ଚିଂତା ସ୍ବୀକାର କଲେ ବାସ୍ତବତା ଉଦ୍‌ଭୂତ ହୁଏ ସମାଧାନ ଏହା ହିଁ ପ୍ରକୃତି ବିଧାନ ଏକ ପ୍ରକାର ଉପଚାର…

ଭାଷା ଭାଗବତ : ଭାଷାର ଗତିରୋଧ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାରେ ଥିଲେ ବି ବିଚ୍ୟୁତି ତ୍ରୁଟି ଓ ବିଭିନ୍ନ ବିକୃତି ସ୍ଥଗିତ ହୁଏନାହିଁ ଗତି ବିଲୁପ୍ତ ହୁଏନାହିଁ ସ୍ଥିତି ଭାଷାର ଏହି ମୁଖ୍ଯ ଗୁଣ କରୁଛି ନିଶ୍ଚୟ ପ୍ରମାଣ ଭାଷା ଚଳଇ ନିରଂତର କ୍ଷତି ବି ହୁଏନି ତହିଁର ଭାଷାର…

ଭାଷା ଭାଗବତ : ବାରଂବାର ପୁନରାବୃତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶୁଭେଚ୍ଛା ଓ ଅଭିନଂଦନ ଏବେ ଜଣାଉଁ ପ୍ରତି ଦିନ ଏ ସବୁ ଯେଣୁ ସ୍ଥାୟୀ ଭାବ ନିର୍ଦିଷ୍ଟ ତିଥି ନ ଖୋଜିବ ତିନି ଶ' ପଇଁଷଠି ଦିନ ପରସ୍ପରଠୁଁ ହୋଇ ଭିନ୍ନ ଆସି, ଯାଆଂତି ଆପେ ଫେରି ଦାୟିତ୍ବ ନ ଥାଏ କାହାରି ଶୁଭେଚ୍ଛା-ଧାରୀ…