Latest Odisha News

BREAKING NEWS

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ଭାଷା ଭାଗବତ : ସ୍ବସୀମା ଲଂଘନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମୁଁ ଜଣେ ଶବ୍ଦ ସଂକଳକ ନୁହେଁ ସାହିତ୍ୟ ସଂଚାଳକ ହୋଇନି ଚେତନା ପାଳକ ଉତ୍ତୁଂଗ ଭାବ ପ୍ରକ୍ଷାଳକ ମଣିଷ ଯେଉଁ ଭାଷା କହି ସମାଜରେ ଥାଆଂତି ରହି ସେ ଭାଷା ଶୁଣି, ବୁଝି, ଜାଣେ ତାହାକୁ ହିଁ ବାସ୍ତବ ମଣେ ସେ ଜ୍ଞାନ ହେଲେ ବି ଅତ୍ୟଳ୍ପ…

ଭାଷା ଭାଗବତ : ସତ୍ୟ ସଂଧାନୀ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନ କରି ତଥ୍ୟ ବିଶ୍ଳେଷଣ କରିଲେ ସ୍ବମତ ପ୍ରଦାନ ସତ୍ୟକୁ ମିଳେ ଅପମାନ ଅସାର ହୁଅଇ ବଚନ ସତ୍ୟକୁ ରଖିଲେ ଗୋପନ ମିଳେନି କେବେ ସମାଧାନ ସମସ୍ୟା ହେଲେ ହେଁ ଉତ୍କଟ ନ ମିଳେ ସମାଧାନ ବାଟ ଅଳପ କିଛି ଦେଖି, ଶୁଣି କଳ୍ପନାଜାତ ମିଛ ବୁଣି…

ଭାଷା ଭାଗବତ : ଭାଷା ଯୋଗାଏ ସର୍ବସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସର୍ବମୂଳ ଓ ସର୍ବଶେଷ ମନରେ ସଦା କରେ ବାସ ଉଲ୍ଲାସ ଅବା ଅବସୋସ ଉଭୟ କରଇ ପ୍ରକାଶ ମନୁଷ୍ଯ ଭାଷାକୁ ଆଶ୍ରୟି ହୋଇଛି ଏବେ ସର୍ବଜୟୀ ଜ୍ଞାନ ବଳରେ ଚଳେ ବିଶ୍ୱ ଭାଷା ବିହୁନେ ସର୍ବେ ନିଃସ୍ବ ଭାଷାର ମୂଳ ଯେଣୁ ଧ୍ବନି ସେ ସବୁ ଶୁଣି,…

ଭାଷା ଭାଗବତ : ସର୍ବଜ୍ଞାତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଗପୁଡ଼ି ହୋଇ ବ୍ୟକ୍ତି କରେ ଭାଷାର ଯେତେ କ୍ଷତି ହୋଇନି ତହିଁର ଗଣତି ଏମିତି ଅଟେ ଆମ ଜାତି କାମରେ ନ ଲଗାଇ ମତି ଲୋକେ ଲୋଡ଼ଂତି ନିଜ ଖ୍ୟାତି ଯଶଲାଳସୀ ହେଲେ ବ୍ୟକ୍ତି ଜାତିରେ ପଡ଼ଇ ବିପତ୍ତି ଶିଖି ଶିଖାଇ ପାରେନାହିଁ ସଦା…

ଭାଷା ଭାଗବତ : ଅତୀତ ଅନୁସାରୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସଂସ୍କୃତ ହେବାରୁ ଦୁର୍ବୋଧ୍ୟ ଲେଖକେ କଲେ ଅନୁବାଦ ଅନେକ ସ୍ଥାନୀୟ ଭାଷାରେ ବ୍ୟାପିଲା ସମଗ୍ର ଦେଶରେ ଲୌକିକ ଭାଷାକୁ ଆଶ୍ରୟି ଗ୍ରଂଥ, ପୁରାଣ କାଳଜୟୀ ହୋଇଲେ, ପାଇଲେ ସ୍ବୀକୃତି ଏପରି ହେଲା ଜ୍ଞାନୋନ୍ନତି ଏବେ ପୁଣି ପଛକୁ ଫେରି ହେଲେ…

ଭାଷା ଭାଗବତ : ଭାଷା ପାଇଁ ମନସ୍ତାପ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କି ହୁଏ ଛପାଇଲେ ବହି ? ମଲାଟ ପିଂଧି ଥାଏ ରହି ପାଠକ ବାଟ ଚାହିଁ ଚାହିଁ କାଳେ କେ ନେବ କି ଉଠାଇ ଏମିତି କିଛି ଘଟେନାହିଁ ସ୍ବଭାଷୀ ପାରେ ସବୁ ସହି କେବଳ କଥା କହି କହି ହୁଏ ମନ ଭିତରେ ଦହି ଭାଷାର ପ୍ରୟୋଗ ସୀମିତ ହେବାରୁ ହୋଇ…

ଭାଷା ଭାଗବତ : ଅଲୋଡ଼ା ବିଶ୍ରାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ବଚନ ଶୁଣିଲେ କାନ ସୁଦ୍ଧା ଯେଣୁ ରହୁଛିଁ ମୌନ ଆଖିରେ ଦେଖି ଦୁର୍ଲିଖନ ସ୍ଥିର ରଖିପାରେଁ ମୋ ମନ ଖୋଜି ଅନ୍ୟର ଦୋଷ, ତ୍ରୁଟି ଦେଖାଏଁନାହିଁ ଗୋଟି ଗୋଟି ସବୁ ବିଚ୍ୟୁତି ନେଇ ସହି ଏହି ସଂସାରେ ଥାଏଁ ରହି ପାରିଲେ ନିଜ ତ୍ରୁଟି ଜାଣି…

ଭାଷା ଭାଗବତ : ଭାଷା ଉନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଲେଖି ପାଏଁ ଖୁସି ହୋଇପାରିନି ମାର୍ଗଦର୍ଶୀ ' ମୁଁ ଜାଣିନାହିଁ ' ବୋଲି ଜାଣେ ନିଜକୁ ଭାଷାପ୍ରେମୀ ମଣେ କରିନି ବେଶି ଅଧ୍ୟୟନ ତତ୍ତ୍ବପୂରିତ ଗ୍ରଂଥମାନ ଶୁଣିଛିଁ ଦେଇ ମନ ଧ୍ୟାନ ତହିଁରୁ ପାଇଅଛିଁ ଜ୍ଞାନ ତାହା ହିଁ କରୁଛିଁ…

ଭାଷା ଭାଗବତ : ଭାଷା ତ କେବଳ ମାଧ୍ୟମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜଣା ଶବ୍ଦ ବ୍ୟବହାର ହୁଏତ ଶୁଭେ ଚମତ୍କାର ନ କଲେ ଭାବନା ସଂଚାର ଅଥବା ଜ୍ଞାନର ପ୍ରସାର ବୃଥା ଶାବ୍ଦିକ ଆଡ଼ଂବର କଲେ ହେଁ ଭାବନା ସଂହାର ଚେତନା ଜାଗୁନି ଆମର କ'ଣ କରିବା ଦରକାର ଭାଷା ତ କେବଳ ମାଧ୍ୟମ କୁତ୍ସିତ ଅବା ମନୋରମ ହେଲେ…