ଭାଷା ଭାଗବତ : ସ୍ବଭାଷା ସରସା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସାମ୍ୟ ସହିତ ବୈପରୀତ୍ୟ
ମିଶିଲେ ଗଢ଼ଂତି ସାହିତ୍ୟ
ବ୍ୟକ୍ତିର ଦୃଢ଼ ଆନୁଗତ୍ୟ
ବିଚାର କରେନି ଔଚିତ୍ୟ
ଔଦ୍ଧତ୍ୟ କିଂବା ଆଭିଜାତ୍ୟ
ଯୋଗୁଁ ସାଧକ ହେଲେ ଭୃତ୍ୟ
ଶବ୍ଦର ସୁରମ୍ୟ ସ୍ଥାପତ୍ଯ
ଲୁଚାଇ ରଖିପାରେ ସତ୍ୟ
ସହସ୍ରାଧିକ ବର୍ଷ ଧରି…