ଭାଷା ଭାଗବତ : ଭାଷାର ନିରାପତ୍ତା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଷ୍କ୍ରିୟ ହେବା ଯାଏଁ ଭୟ
ଅଥବା ମନକୁ ଅଥୟ
ନ କରି, ହୋଇଲେ ସକ୍ରିୟ
ଭୟକୁ କରିହୁଏ ଜୟ
ଆଶାପୋଷିତ ଏକ ମନ
ହେଲେ ହେଁ ଅମୂଲ୍ୟ ରତନ
ତାହାକୁ କରିଲେ ଉପେକ୍ଷା
ମିଳେନି ଅନୁପମ ଶିକ୍ଷା
ମନକୁ ସ୍ମୃତିର ଆଧାର
ରୂପେ କରିଲେ ବ୍ୟବହାର…