Latest Odisha News

BREAKING NEWS

Gen-Z’ Protests In Mexico ମେକ୍ସିକୋରେ ତେଜିଲା Gen- Z ଆନ୍ଦୋଳନ… 

ମେକ୍ସିକୋ:  ମେକ୍ସିକୋରେ ପୁଣି ତେଜିଲା ଜେନ୍ ଜି ଆନ୍ଦୋଳନ। ଜଣେ ମେୟରଙ୍କ ହତ୍ୟାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ। ସରକାରକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ଯାରେ ଯୁବକ। ଦେଶରେ ଲାଗି ରହିଥିବା ଦୁର୍ନୀତି, ଅପରାଧ ଓ…

ଖିଲାଡି ଭାଇଙ୍କ ‘ସରଫିରା’, ଫେରାଇପାରିବ କି ସମ୍ମାନ

ମୁମ୍ବାଇ: ଆଜି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଖିଲାଡି ଅକ୍ଷୟ କୁମାରଙ୍କ ଆଉ ଏକ ନୂଆ ଫିଲ୍ମ ‘ସରଫିରା’ । ଚଳିତ ବର୍ଷରେ ଏହା ଅକ୍ଷୟଙ୍କ ଦ୍ବିତୀୟ ଫିଲ୍ମ । ଏହା ପୂର୍ବରୁ ଫିଲ୍ମ ‘ବଡେ ମିଆଁ ଓ ଛୋଟେ ମିଆଁ’ ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅକ୍ଷୟ । ହେଲେ ଚଳିତ ବର୍ଷ ଆରମ୍ଭରୁ…

ସଜେଇ ହୋଇଛି ରଥ ପଥ, ଆସନ୍ତାକାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

ପୁରୀ: ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ…

ଗୁରୁଶିଷ୍ୟଙ୍କ ଅନନ୍ୟ ଏ ସମ୍ପର୍କ; ଶିକ୍ଷକଙ୍କ ବଦଳି ପରେ କିଛି ଏମିତି କଲେ ଛାତ୍ରଛାତ୍ରୀ……..

ମଞ୍ଚେରିଆ: ଆମେ ଅନେକ ଥର ଗୁରୁ ଶିଷ୍ୟଙ୍କର କାହାଣୀ ଶୁଣିଛେ । ଅନେକ ଫିଲ୍ମ ବି ଦେଖିଛେ । ଯାହା ହୃଦୟସ୍ପର୍ଶୀ ଅଟେ । ତେବେ ପୂର୍ବକାଳେ ଗୁରୁ ଶିଷ୍ୟଙ୍କର ଏକ ନିବିଡ ସଂପର୍କ ଥିଲା । ତାହା ଦ୍ରୋଣ- ଏକଲବ୍ୟଙ୍କର ହେଉ କି ଦ୍ରୋଣ ଅର୍ଜୁନଙ୍କର ତାହା ବାସ୍ତବରେ ହୃଦୟସ୍ପର୍ଶୀ ଥିଲା ।…

ଖୋଲୁଛି ବାବାଙ୍କ ଗୁମର, ଆଶ୍ରମରେ ପଞ୍ଚତାରକା ବ୍ୟବସ୍ଥା ସହିତ ୧୦୦ କୋଟିର ମାଲିକ

ହାଥରସ: ହାଥରସ ଦଳଚକଟା ଦୁର୍ଘଟଣାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ଅନେକ ଚିକିତ୍ସାଧୀନ । ଭଣ୍ଡ ବାବାଙ୍କ ଅନୁଗାମୀ ହେବା ହେଲା କାଳ । ସେପଟେ ଧୀରେ ଧୀରେ ଖୋଲୁଛି ଭଣ୍ଡ ଆତ୍ମଘୋଷିତ ବାବାଙ୍କ ଗୁମର । ବିଭିନ୍ନ ସ୍ଥାନରେ ବିଳାସପୂର୍ଣ୍ଣ ଆଶ୍ରମ । ଆଶ୍ରମ ନୁହେଁ ତ ପଞ୍ଚତାରକା ହୋଟେଲ…

୧୪ ବର୍ଷ ପରେ ବଦଳିଲା କ୍ଷମତା, ଏବେଠୁ ଷ୍ଟାର୍ମର ଶାସନ

ଲଣ୍ଡନ: ବ୍ରିଟେନ୍ ସାଧାରଣ ନିର୍ବାଚନରେ ଡିଫିଟ୍ ହେଲେ ସୁନକ । । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ହାତରୁ ଚାଲିଯାଇଛି କ୍ଷମତା । ସେପଟେ ୧୪ ବର୍ଷ ପରେ ବ୍ରିଟେନ୍ ରାଜନୀତି ପଟ ବଦାଳାଇଛି । ସାଧାରଣ ନିର୍ବାଚନରେ ବାଜି ମାରି ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଲେବର ପାର୍ଟି । ଲେବର ପାର୍ଟି…

ହାଥରସ ଦୁର୍ଘଟଣା: ଭୋଲେ ବାବାଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି…

ନକଲି ନୋଟ୍ ଜବତ କଲା ପୋଲିସ, ଛାପୁଛନ୍ତି ମାଓବାଦୀ

ସୁକମା: ନକଲି ନୋଟ ଜବତ କଲା ପୋଲିସ୍ । ମାଓ କ୍ୟାମ୍ପରେ ଚଡାଉ କରି ବିପୁଳ ନକଲି ନୋଟ ଜବତ କରିଛି । ଛତିଶଗଡ଼ରେ ପୋଲିସର ବଡ଼ ଧରଣର ଚଢ଼ାଉ ପରେ ମିଳିଛି ବିପୁଳ ନକଲି ନୋଟ । ଛତିଶଗଡ ସୁକମାରେ କୋରାଜଗୁଡ଼ା ଜଙ୍ଗଲ ସ୍ଥିତ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ସ୍ଥାନୀୟ ପୋଲିସ୍ ।…

‘କିସ୍’କୁ ଜଙ୍ଗଲ ଜମି ହସ୍ତାନ୍ତର: ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର; କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(କିସ୍)କୁ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।  କୌଣସି ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କିସ୍ କୁ ଜଙ୍ଗଲ ଜମି ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର…

ନିଜ ମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝର ବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ । ନିଜ ମାଟିର ପୁଅକୁ…