ସୁଝି ପାରିବାନି ମା’ଆ ମମତାର ଅମୂଲ ମୂଲ, ତଥାପି ମା’ ପାଇଁ ଦିନ ଟିଏ…Happy Mother’s Day…
ଭୁବନେଶ୍ବର: "ମାଆ" । ମା’ ମାନେ ମାଟି…ଆ’ ମାନେ ଆକାଶ । ଯେତେ ବଖାଣିଲେ ସେତେ କମ ପଡିବ ମାଆ ମମତାର ସେ ଅକୁହା ଗାଥା । ସତରେ ଏମିତି ଏକ ମଧୁର ଶବ୍ଦ, ଯାହା ସହ କେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼ିବ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି…