Latest Odisha News

BREAKING NEWS

ଉଦ୍ଘାଟିତ ହେଲା ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍

କଟକ: ଉଦ୍ଘାଟିତ ହୋଇଯାଇଛି କଟକ ଗୁରୁଡିଝାଟିଆ ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍ । ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଇଣ୍ଟରନ୍ୟାସନାଲ କ୍ରିକେଟର ତଥା ପୂର୍ବତନ ବୋଲିଂ କୋଚଙ୍କ ଦ୍ବାରା ବୁଧବାର ଅପରାହ୍ଣରେ ଏହା ଉଦ୍ଘାଟିତ ହୋଇଯାଇଛି । ଏହା ସହିତ ଓଡ଼ିଶା କ୍ରିକେଟ୍…

ଓଡିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ବାଚସ୍ପତି ଭାବେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଛୀ ସୁରମା ପାଢୀଙ୍କ ନାଁ ପ୍ରସ୍ତାବ ଦେବା ପରେ ଏହାକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ପରେ ସର୍ବସମ୍ମତି କ୍ରମେ…

ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ଉଦ୍ଧାର ହେଲେ ଫସିରହିଥିବା ଅନ୍ତେବାସୀ

ଭୁବନେଶ୍ବର: ଦୀର୍ଘ ସମୟ ପରେ ଆପାର୍ଟମେଣ୍ଟ ନିଆଁଙ୍କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ଜଣ ଜଣ କରି ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ବାହାରକୁ ଆଣାଗଲା । ସୂଚନାଯୋଗ୍ୟ, ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର…

ସାର୍ବଜନୀନ ହେବ ରତ୍ନ ଭଣ୍ଡାର ରିପୋର୍ଟ

ଭୁବନେଶ୍ବର: ଖୋଲିବ ରତ୍ନଭଣ୍ଡାରର ଗୁମର । ଆସନ୍ତା ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବଡ ଘୋଷଣା ହେବା ପରେ । ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ସାର୍ବଜନୀନ ହେବ ବୋଲି ସୂଚନା ଦିଆଯାଇଛି । ଯାହାକୁ କାହିଁ କେବେଠୁ ଓଡିଶାବାସୀ ଚାହିଁ ବସିଥିଲେ ତାହା ତାହା ଏବେ…

ସ୍ବାସ୍ଥ୍ୟ ବିଭାଗର ଅବହେଳା; ଡିପଥେରିଆରେ ଗଲା ୫ ଜୀବନ

ରାୟଗଡା: ବଡ ଭୁଲ୍ କରିଛି ସ୍ବାସ୍ଥ୍ୟ ବିଭାଗ । ୪ ବର୍ଷ ହେଲା ହୋଇନି ଟିକାକରଣ । ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ରୋଗ। ବିଶେଷକରି କାଶୀପୁର, କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକରେ ସବୁବେଳେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ଲୋକେ ।…

ଡ୍ରେନ୍ ଯନ୍ତ୍ରଣା; ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ଡ୍ରେନ୍ ସମସ୍ୟା । କେଉଁଠି ମୁକୁଳା ତ ଆଉ କେଉଁଠି ଧସେଇ ପଡିଲାଣି ମାଟି । ଆଉ ବର୍ଷା ଦିନ ଆସିଲେ ତ କଥା ସରିଲା । ଜଳମୟ ରାସ୍ତାରେ ଡ୍ରେନ୍ ଚିହ୍ନିବା ଅସମ୍ଭବ । ଯେଉଁଥିରେ ପ୍ରତିବର୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏହି ସମସ୍ୟାର ଅଧିକ ସମ୍ମୁଖୀନ…

ମହାନଦୀ ପ୍ରସଙ୍ଗ ଉଠାଇ ମୋହନ ସରକାର ଆଗରେ ବଡ ଆହ୍ବାନ ରଖିଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବିବାଦ । ବିଜେପି ସରକାରକୁ ଆସିବା ପରେ ମହାନଦୀ ପାଣି ପ୍ରସଙ୍ଗକୁ ତେଜି ବିରୋଧୀଙ୍କ ଆରମ୍ଭ ହୋଇଛି ବୟାନ ବାଜି ।  ଧିରେ ଧିରେ ଶୁଖିଯିବାକୁ ବସିଲାଣି ମହାନଦୀ ପାଣି । ସେହି ପୁରୁଣା ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ।…

ବହୁ ପ୍ରତିକ୍ଷାର ଅନ୍ତ; ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର

ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ…

ବଦଳିବ ରୂପରେଖ, ପୁରୁଣା ସମ୍ମାନ ଫେରିପାଇବ ନାଳନ୍ଦା ବିଶ୍ବବିଦ୍ୟାଳୟ

ରାଜଗିରି: ନୂଆ ରୂପ ପାଇବାକୁ ଯାଉଛି  ଐତିହ୍ୟ ନାଳନ୍ଦା । ଫରିବାକୁ ଯାଉଛି ପୁରୁଣା ଦିନ । ପୁଣି ବିଷ୍ବରେ ଝଲସିବ ନାଳନ୍ଦାର କିର୍ତ୍ତୀ । ବୁଧବାର ବିହାରର ରାଜଗିରର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ…

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ବର: ବିଧାନସଭାରେ ସରିଲା ବିଜେପି ବିଧାୟକ ଦଳ ବୈଠକ । ବିଜେପି ବିଧାୟକ ଦଳଙ୍କ ସମ୍ମତି କ୍ରମେ ବାଚସ୍ପତି ପାଇଁ ମନୋନୀତ ହେଲେ ବିଧାୟିକା ସୁରମା ପାଢୀ । ଏହା ସହିତ ବାଚସ୍ପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…