Latest Odisha News

BREAKING NEWS

ବର୍ଷକ ପରେ ଜଳ ସ୍ନାନ କଲେ ଦାରୁ ଦିଅଁ, ମହାବାହୁଙ୍କ ସାଙ୍ଗରେ ବି ସ୍ନାନ କରୁଛନ୍ତି ଭକ୍ତ

ପୁରୀ:  ସ୍ନାନ ମଣ୍ଡପରେ ସ୍ନାନ କଲେ ଦାରୁ ଦିଅଁ । ସର୍ଣ୍ଣ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସେପଟେ ମହାପ୍ରଭୁଙ୍କ ସହ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ପୁରୀରେ ପ୍ରବଳ ବର୍ଷାକୁ ଖାତିର ନକରି ଚକାନୟନରେ ବିମୋହିତ ହୋଇଛନ୍ତି ଭକ୍ତ । ସ୍ନାନ ମଣ୍ଡପ…

୬ ମାସ ନ ପୁରୁଣୁ ଫାଟିଲାଣି ଅଟଳ ସେତୁ, ମିଥ୍ୟା ଆରୋପ କହି କଂଗ୍ରେସ ଉପରେ ବର୍ଷିଲା ବିଜେପି

ମୁମ୍ବାଇ: ଅଟଳ ସେତୁ ଉଦ୍ଘାଟନ ହେବାର ୬ ମାସ ବି ପୁରିନି, ହେଲେ ଅଟଳ ସେତୁରେ ଦେଖାଦେଲଣି ଫାଟ । କିଛି ଏମିତି ଆରୋପ ଲଗାଇ ବିଜେପିକୁ ଘେରିଛି କଂଗ୍ରେସ । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ନଭି ମୁମ୍ବାଇରେ ଅଟଳ ସେତୁର ଯାଞ୍ଚ କରିବାପରେ ଅଟଳ ସେତୁ ନିର୍ମାଣରେ…

ବାରିପଦା ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ବନ୍ଦ

ବାରିପଦା: ବାରିପଦାରୁ ଗଡୁନି ବସ୍ ।  ୨ ଗୋଷ୍ଠୀ ମାରପିଟ ଘଟଣାକୁ ନେଇ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ପୂରା ଠପ୍ । ଯିବା ଆସିବାରେ ବାଧାପ୍ରାପ୍ତ ହେବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ସେପଟେ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ତଦନ୍ତ ଜରି ରଖିଛି ବାରିପଦା ଟାଉନ ଥାନା ପୋଲିସ ।…

ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ, ୧୦ ବର୍ଷ ଜେଲ୍ ସହ କୋଟିଏ ଜରିମାନା

ନୂଆଦିଲ୍ଲୀ: ଆସିଲା କଡା ନିୟମ । ଏବେ ପେପର୍ ଲିକ୍ କଲେ ମିଳିବନି ତ୍ରାହି। ୧୦ ବର୍ଷ ଜେଲ ସାଙ୍ଗକୁ ୧ କୋଟି ଜରିମାନା ଭରିବ ଅଭିଯୁକ୍ତ । ଶୁକ୍ରବାର ବିଳମ୍ବିତ ରାତିରେ କିଛି ଏମିତି କଡା ନିୟମ ଲାଗୁ କରିଛି ଶିକ୍ଷା ମନ୍ତ୍ରାଳୟ । କେନ୍ଦ୍ର ସରକାର ସର୍ବସାଧାରଣ ପରୀକ୍ଷା ଏବଂ ସାଧାରଣ…

ମୃତ୍ୟୁ ଏମିତି ବି… ଛିଡା ଛିଡା ଚାଲିଗଲା ଜୀବନ

ମିରଟ: କେବେ କେତେବେଳେ କାହାର ମୃତ୍ୟୁ ହେବ ତାହା ବା କାହାକୁ ଜଣା? ହେଲେ ଏ ମୃତ୍ୟୁ ନିଶ୍ଚିତ ତାହା ସମସ୍ତଙ୍କୁ ଜଣା । କିନ୍ତୁ ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ହତବାକ୍ କରିଦିଏ । କିଛି ସେମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ସୁଇମିଂ ପୁଲରୁ ଗାଧୋଇକି…

ଦିନକୁ ୨ ଘଣ୍ଟା ଓଡିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଅସୁବିଧା ଓ ଅଭିଯୋଗର କରିବେ ସମାଧାନ । ଏ ନୂଆ ସରକାର ଲୋକଙ୍କ ସରକାର ଲୋକଙ୍କ ସ୍ବାର୍ଥରେ କାମ କରିବେ ମୋହନ ସରକାର । ପ୍ରତିଦିନ ଅପରାହ୍ଣ ୩ଟାରୁ ୫ଟା ଯାଏଁ ସାଡ଼ାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଜ ଶୁଣିବେ…

‘ମୁଁ ଲଢୁଆ, କାଳି ମାଡ ଦବେଇପାରିବନି’; ଶରତ ପଟ୍ଟନାୟକ

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ କରିଛନ୍ତି ଦୁଇ ଯୁବକ । କଂଗ୍ରେସ ଭବନ ଭିତରେ ପସି କାଳି ମାଡ କରିଛନ୍ତି । ତେବେ ଯୁବକ ଦୁଇ ଜଣ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ଅସ୍ପଷ୍ଟ ଥିଲେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି…

ଶରତ ପଟ୍ଟନାୟକୁ କାଳି ମାଡ, କଂଗ୍ରେସ ଭବନରେ ପସି କାଳି ମାଡ କଲେ ଅସନ୍ତୁଷ୍ଟ ଗୋଷ୍ଠୀ

ଭୁବନେଶ୍ବର: କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳି ମାଡ । କଂଗ୍ରେସ ଭବନରେ ନିଜ ପ୍ରକୋଷ୍ଠରେ ବସିଥିବା ସମୟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଭିତରକୁ ପସି ତାଙ୍କ ଉପରକୁ କାଳି ମାଡ କରିଥିଲେ । ହେଲେ କାଲି ମାଡ କରିଥିବା ବ୍ୟକ୍ତମାନେ କିଏ ଏବଂ ସେମାନେ କେଉଁ କାରଣରୁ ଅସନ୍ତୁଷ୍ଟ…

ଦୀପାଳିଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ, ଯାଞ୍ଚ ହେବ ଇଭିଏମ

ଝାରସୁଗୁଡା: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ । ଯାଞ୍ଚ ହେବ ୧୩ ପୋଲିଂ ଷ୍ଟେସନର ଇଭିଏମ୍ । ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି । ଝାରସୁଗୁଡା ପୂର୍ବତନ ବିଧାୟିକା ତଥା ପରାଜିତ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ…

ଯୋଗ ମୁଦ୍ରାରେ ମୁଖ୍ୟମନ୍ତ୍ରୀ, କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଗ…