ସାଂସଦଙ୍କ ଝିଅଙ୍କ ନାଁରେ ହିଟ୍ ଆଣ୍ଡ ରନ୍ ମାମଲା, ତୁରନ୍ତ ମିଳିଲା ଜାମିନ
ଚେନ୍ନାଇ: ରାସ୍ତାକଡରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢାଇଲେ ଗାଡି । ସାଂସଦଙ୍କ ଝିଅ ହୋଇଥିବାରୁ ଛାଡିଦେଲା ଚେନ୍ନାଇ ପୋଲିସ । ମଙ୍ଗଳବାର ଜୁନ୍ ୧୮ ତାରିଖରେ, ସାଂସଦ ଜଗନ ମୋହନ ରେଡ୍ଡିଙ୍କ ଓ୍ବାଇଏସଆର କଂଗ୍ରେସ ପାର୍ଟିର ରାଜ୍ୟସଭା ସାଂସଦ ବୀଡା ମସ୍ତାନ୍ ରାଓଙ୍କ ଝିଅ ମାଧୁରୀଙ୍କୁ ଏକ…