ଯୋଗ କଲେ ମୋଦୀ, କହିଲେ ପର୍ଯ୍ୟଟନର ନୂଆ ଧାରା ଆରମ୍ଭ କରିଛି ଯୋଗ
ନୂଆଦିଲ୍ଲୀ; ଆଜି ଯୋଗ କରୁଛି ସାରା ଭାରତ । ସୁସ୍ଥ ମନ ଓ ଶରୀର ପାଇଁ ଆବଶ୍ୟକ ଯୋଗ । ନିରନ୍ତର ଯୋଗ ଅଭ୍ୟାସ ଦ୍ବାରା ନୂତନ ସାଧନା ହାସଲ ହୋଇଥାଏ । ଏଥିପାଇଁ ଏହାର ମୂଲ୍ୟବୋଧକୁ ନେଇ ପ୍ରତିବର୍ଷ ଜୁନ୍ ୨୧ ରେ ଯୋଗ ଦିବସ ପାଳନ ହୋଇଥାଏ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ…