ସାଇମା
ସାଇମା
ସଂଘମିତ୍ରା ରଥ
ପାହାଡ଼ ତଳର ଗୋଟେ ଗାଁ ! ନୂଆନୂଆ ନିଶ ଉଠୁଥିବା ନାଦିରର କାମ ଥିଲା ଘୋଡ଼ାରେ ପର୍ଯ୍ୟଟକଙ୍କୁ ନେଇ ପାହାଡ଼ ଉପରେ ବୁଲାଇବା । ବିଭିନ୍ନ ଉପତ୍ୟକା, ଜଳପ୍ରପାତ, ହ୍ରଦ ଆଦି ଦେଖେଇ ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବା । ଏଇ ଛୋଟିଆ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀରେ ବର୍ଷସାରା…