Latest Odisha News

BREAKING NEWS

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’ ଯେଉଁଠି ଆକାଶ ଉଦଭାସିତ ହୋଇ ମାଟିକୁ ଛୁଏଁ! ଶର୍ମିଷ୍ଠା ସାହୁ ନିକଟରେ ପଢ଼ିଲି କବି ପ୍ରହଲ୍ଲାଦ ଶତପଥୀଙ୍କ କବିତା ସଂକଳନ ‘ସବୁ କାନ୍ଥ ଏବେ ମାୟା’। ଟାଇମପାସ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏଇ ସଂକଳନଟି ହେଉଛି କବିଙ୍କର ଚତୁର୍ଥ କବିତା…