ଧାରାବାହିକ ଉପନ୍ୟାସ : ଚୋରାବାଲି (୯୧)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୧
ତୁମେ କିଛି ଭୂଲ୍ କରିନାହଁ । ଭୁଲିଯାଅ ନାହିଁ ସେଥିରେ ତୁମ ସହିତ ମୁଁ ବି ସମପରିମାଣରେ ଭାଗୀଦାର ଥିଲି । ବରଂ ମୋ’ର ପାଦ ଆଗ ଖସିଥିଲା । ଆମେ ମଣିଷ । ରକ୍ତ ମାଂସରେ ଗଢା ଆମ ଶରୀର । ଆବେଗ ଅଛି, ଭାବପ୍ରବଣତା ଅଛି…