Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୧ ତୁମେ କିଛି ଭୂଲ୍ କରିନାହଁ । ଭୁଲିଯାଅ ନାହିଁ ସେଥିରେ ତୁମ ସହିତ ମୁଁ ବି ସମପରିମାଣରେ ଭାଗୀଦାର ଥିଲି । ବରଂ ମୋ’ର ପାଦ ଆଗ ଖସିଥିଲା । ଆମେ ମଣିଷ । ରକ୍ତ ମାଂସରେ ଗଢା ଆମ ଶରୀର । ଆବେଗ ଅଛି, ଭାବପ୍ରବଣତା ଅଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୦  କ'ଣ ଧିକ୍କାର କରିବ! ସେ ଦିନର ଘଟଣା ପାଇଁ ସୁବିଧାବାଦୀ, ସ୍ୱାର୍ଥବାଦୀର ଆଖ୍ୟା ଦେବ । ଦେଉ ସେ ସହିଯିବ । ସେ ଜାଣେ, ଜାଣି ଜାଣି କିଛି କରିନାହିଁ । ସମୟ ଚକ୍ରରେ ଯାହା ଘଟିଗଲା, ତା’ ଥିଲା ଏକ ପ୍ରବାହ ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୯  ଗାଡ଼ି ରଖିଲା କୁମାର । ଭିତରେ ଆରାଧ୍ୟା ଅପେକ୍ଷା କରିଛି । ଏଇଟା ସେଇ ମନ୍ଦିର ଯେଉଁଠି ଦିନେ ଆରାଧ୍ୟା ହିଁ ମ୍ୟାଡ଼ମ୍ ନୁହେଁ “ଅରୁ” ଡାକ ବୋଲି ବାଧ୍ୟ କରିଥିଲା । ତା’ ସମ୍ପର୍କର ନୂଆ ରୂପ ମିଳିଥିଲା ସେ ଦିନ ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ୮ ଆଠ ଦିନ ଅପେକ୍ଷା ପରେ ମଧ୍ୟ ଆରାଧ୍ୟା ପାଖରୁ କିଛି କଲ୍‌ ଆସୁନି । ଦିନକୁ ଦିନ ତା’ର ଧୈର୍ଯ୍ୟଚ୍ୟୁତ ହେଉଛି । ବ୍ୟସ୍ଥତା ବଢ଼ିବାରେ ଲାଗିଛି । ହୃଦସ୍ପନ୍ଦନ ତୀବ୍ର ହେବାରେ ଲାଗିଛି । କୈଣସି କାମରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୭  ନିଜ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ନିଜେ ହିଁ ଘାଣ୍ଟି ହେଇପଡିଲା । ଯାହା ହେଲେ ବି ସେ ଦୋଷୀ । ଅନ୍ଧାରକୁ ଫିକା କରି ସୂର୍ଯ୍ୟର ହାଲ୍‌କା, କୋମଳ, କିରଣ ବିଛୁଡି ପଡ଼ିଲା ଚଟାଣରେ । ରାତିର ଝଡ ତୋଫାନ୍…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୬   ଏମିତି ସମୟରେ ସ୍ପର୍ଶ କଲେ ଶରୀରରେ କି’ ପ୍ରକାର ଶିହରଣ ହୁଏ ! ମନ ଉଚ୍ଚାଟ ହୁଏ । ନିଜକୁ ଆୟତ କରିବା କେତେ କଷ୍ଟ! ତା’ ପୁଣି ଦୁର୍ବଳତା ଥିବା ମଣିଷଟି ପାଖରେ! ମତେ ଛାଡ ଆରାଧ୍ୟା । ଛୁଅଁନା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୫   ଅନ୍ତର ଭିତରେ ଲୁଚିରହିଥିବା ଅବଦମିତ ଇଛାଟି ଆଜି କ’ଣ ତା’ ବୋଲ ମାନିବାକୁ ନାରାଜ! ଆଃ..କଣ ପାଇଁ ଅଟକାଇ ଦେଲା ଆରାଧ୍ୟା? ସେ ବରଂ ଭିଜିଭିଜି ଚାଲିଯାଇଥାଆନ୍ତା । ମାଡ଼ି ପଡ଼ିଲା ତା’କୁ । ନିଜ ଭାବନା ନିଜ ମୁହଁରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୪  ଆରାଧ୍ୟା ତ ମେଘ ଦେଖିଲା ମାତ୍ରେ, ପିଲାଦିନୁ ହିଁ ଅନ୍ୟମନସ୍କ ହେଇପଡେ । ମେଘ ଘୋଟିଲେ, ଆକାଶର ରଙ୍ଗ ବଳିଯାଏ । ଇଶ୍ୱର ବୋଧହୁଏ, ଛୋଟ ଛୁଆ ପାଲଟି ଯାଆନ୍ତି । ତାଙ୍କ ଅନଭିଜ୍ଞ ହାତରେ ଭିନ୍ନଭିନ୍ନ ଚିତ୍ରମାନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୩ କୁମାର ମନରେ ଆରାଧ୍ୟା ପ୍ରତି ସମ୍ନାନ ସହିତ ଭଲ ପାଇବା ବି ବଢ଼ିବାରେ ଲାଗିଛି । କ'ଣ ଭାବୁଛ କୁମାର? ଦେଖ, ସବୁ ତ’ ହେଲା, ଖାଲି ଏ ଖଟଟା ଝର୍କା ପାଖକୁ ଲଗେଇକି ପକେଇ ଦେଲେ ଭଲଲାଗିବ । ଓକେ, ଧର ସେପଟୁ....…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୨ ତା' ପରେ ପିଲାଙ୍କୁ ପଢେଇଲେ ଶାନ୍ତି ମିଳେ । ତାଙ୍କ ସହ ସମୟ କଟିଯିବା । ଆଉ ମୂଖ୍ୟ କଥା ହେଲା, ବଞ୍ଚିବା ପାଇଁ ନୂଆ ବାହାନାଟିଏ ମିଳିଛି । ତା'କୁ ମଣିଷ କରିବ । ବାଙ୍ଗାଲୁର୍ ହସପିଟାଲ୍‌ରୁ ହରିଶ୍ ଖବର ଦେଲା ।…