Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୧ କେମିତି ଭୁଲିବ! ମହକଟା ତୀବ୍ରଭାବେ ସନ୍ଧ୍ୟା ବେଳରୁ ଅକ୍ତିଆର କରି ରଖିଛି । ଅନ୍ୟମନସ୍କ ହେଇଯିବା ସ୍ୱାଭାବିକ । ସେ ଝିଅଟି କଥା ମନକୁ ଆସିଲାରୁ ତା’କୁ ସନ୍ଦେହ ହେଲା । ଏଇ ନିହାତି ସେଇ ଝିଅର ଫରଫ୍ୟୁମ୍ ନୁହେଁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୦ କ'ଣ ଅସୁବିଧା ହେଲା ଭାବି, ଡ଼୍ରାଇଭର ସହ ସେ ବି ଓଲ୍ହେଇଲା। ଗାଡ଼ି ସାଇଡ଼୍ କରି ଡ଼୍ରାଇଭର ବର୍ନେଟ୍ ଖୋଲି ଚେକ୍ କଲା । ଏତିକି ଭିତରେ ସେ ଝିଅ କାନରେ ଇଅରଫୋନ ଗେଞ୍ଜି , କାହା ସହ କଥା ହେଉହେଉ ତା' ପାଖ ଦେଇ…

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୯ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯  ଏତେ ବଡ଼ କଥାଟେ କହିଗଲା ଲିପି । ସେ ବି ତ’ ସେଇ ହଷ୍ଟେଲରେ ଥିଲା ନା! କାଇଁ ସାମାନ୍ୟତମ ଆଭାସ ବି ତ’ ପାଇପାରିନି! ପଚାରିବକି ବୈଭବଙ୍କୁ, ଚିହ୍ନି ଥିଲେକି ନନ୍ଦିତାକୁ । ନନ୍ଦିତା ବୋଲି କିଏ ଜଣେ ତାଙ୍କ ଜୀବନରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ଶୁଣିକି ତ’ ଯା...ଏତେ ବର୍ଷ ପରେ କାହିଁକି ଏ କଥା ଜଣେଇବାକୁ ଚାହିଁଲି ? ଶୁଣ୍ ତ ଟିକେ...ଏ ସବୁ କହି ତୋ’ ଘର ଭାଙ୍ଗିବା ମୋ’ ଉଦ୍ଦେଶ୍ୟ ନୁହେଁ । କିନ୍ତୁ ମୁଁ ଏତେ କଥା ଭିତରେ ରଖି ପାରିବିନି । ବୈଭବଙ୍କୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ 'ଚୋରାବାଲି' ଭାଗ : ୭ ତୋ’ର ମନେଥିବ, ସେତେବେଳେ ସେ କଥାକୁ ନେଇ ହଷ୍ଟେଲରେ ଖୁବ ଚର୍ଚ୍ଚା ହେଇଥିଲା । ସୁଇସାଇଡ଼୍‌କୁ ଯେତେ ଦୁର୍ଘଟଣାର ରୂପ ଦେଇ ଲୁଚେଇବାକୁ ଚେଷ୍ଟା କଲେ ବି, କିଛି ଜଣ ସହଜରେ ଗ୍ରହଣ କରି ନଥିଲେ । ସାମ୍ନାରେ କିଛି ନ’…