ଏମିତି କଇଁଛ, ଯିଏ ଦୋଳିରେ ନ ଝୁଲିଲେ ଖାଦ୍ୟ ଖାଉ ନାହାନ୍ତି
ମଧ୍ୟପ୍ରଦେଶ: ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ପାଳିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି କେହି ଘର କୁକୁର,ବିଲେଇ,ଠେକୁଆ, ସାପ, ଶୁଆ ଆଦି ପଶୁପକ୍ଷୀ ପାଳିଥାନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଯତ୍ନ ବି ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ବୁଲାଇବାକୁ ମଧ୍ୟ ନେଇଥାନ୍ତି ।…