Latest Odisha News

BREAKING NEWS

କୃତ୍ରିମ ବନ୍ୟାକୁ ସାମ୍ନା କରିବା ପାଇଁ ଏଆଇର ନୂଆ ଉଦ୍ୟମ : ଏମିତି ଗାଡ଼ି, ଯାହା ପାଣିରେ ଚାଲିବ

ମୁମ୍ବାଇ: ଏବେ ସାରା ଦେଶରେ କୃତ୍ରିମ ବନ୍ୟା ବିତ୍ପାତ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଏହି ବନ୍ୟା ଯୋଗୁ ଘରଦ୍ୱାର ନଷ୍ଟ ହେବାସହିତ ଜୀବନଯାତ୍ରା ବ୍ୟାହତ ହେଉଛି । ଦେଶରେ ମାୟାନଗରୀ ଭାବେ ପରିଚିିତ ମୁମ୍ବାଇରେ ଏହି ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ସାମାନ୍ୟ ବର୍ଷା ହେଲେ ବୁଡିଯାଉଛି ପୁରା…

ପୁଣି ଏକାଠି ନଜର ଆସିବେ ଜାହ୍ନବୀ-ରାଜକୁମାର

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ରାଜକୁମାର ରାଓ । ହରର କମେଡି ଥ୍ରିଲର ଫିଲ୍ମ ରୁହି ପରେ ପୁଣି ଜାହ୍ନବୀ-ରାଜକୁମାର ଖୁବଶୀଘ୍ର ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । । ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ଉଭୟେ ଅଭିନୟ କରିଛନ୍ତି । ଏହି…

ଶିଶୁକୁ ମୋବାଇଲ ନିଶା : ଗଭୀର ନିଦ୍ରାରେ ରହି ଖାଲି ହାତରେ ଚଲାଉଛିି ମୋବାଇଲ

ପୂର୍ବ କାଳରେ ବଡ ଲୋକମାନେ ନିଶା ସେବନ କରୁଥିଲେ । ସିଗାରେଟ୍ ଏବଂ ମଦ୍ୟପାନର ନିଶା ତାଙ୍କୁ ବହୁତ ଅସୁବିଧାରେ ପକାଉଥିଲା । କିନ୍ତୁ ସମୟ ସହିତ ଅନେକ ନୂତନ ପ୍ରକାରର ନିଶା ଦେଖିବାକୁ ମିଳିଛି । ପୂର୍ବରୁ ପିଲାମାନେ ଟିଭି ଦେଖିବାରେ ଅଭ୍ୟସ୍ତ ଥିଲେ । କିନ୍ତୁ ଯେବେଠାରୁ ସ୍ମାର୍ଟ ଫୋନ୍…

କରଣଙ୍କୁ ବିବାହ କରିବାର ଯୋଜନା ନାହିଁ ବୋଲି ଏପରି କହିଲେ ଅଭିନେତ୍ରୀ ତେଜ୍ୱସୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ତେଜ୍ୱସୀ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । ଅଭିନେତା କରଣ କୁନ୍ଦ୍ରାଙ୍କୁ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ କହିଲେ ତେଜ୍ୱସୀ । ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତେଜ୍ୱସୀ ଏପରି କହିଛନ୍ତି । ଛୋଟପରଦାର ଲୋକପ୍ରିୟ ରିଅଲିଟି ଶୋ’…

ଘରୁ ଉଦ୍ଧାର ହେଲା ୨ ଫୁଟର ଝିିଟିପିଟି : ଲୋକେ ଦେଖି ଆଶ୍ଚର୍ଯ୍ୟ

ଫତେହାବାଦ: ଏବେ ଚାଲିଛି ବର୍ଷା ଋତୁ । ଏଭଳି ପରିସ୍ଥିତିରେ ପଶୁମାନେ ନିଜକୁ ବର୍ଷାହଭ ରକ୍ଷା କରିବା ପାଇଁ ଲୋକଙ୍କ ଘରେ ଆଶ୍ରୟ ଖୋଜିଥାନ୍ତି । ପ୍ରାୟତଃ ବର୍ଷା ସମୟରେ ଲୋକଙ୍କ ଘରୁ ସାପ ବାହାରୁଥିବା ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଅନେକ ସ୍ଥାନରେ କୁମ୍ଭୀର ପାଣିରୁ…

ସଲମାନଙ୍କ ବିବାହ ପାଇଁ ମାନସିକ ରଖିଲେ ରାକ୍ଷୀ: ଚପଲ ପିନ୍ଧିବା ଛାଡିଦେଲେ

ମୁମ୍ବାଇ: ବଳିଉଡ଼ର ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାକ୍ଷୀ ସାୱନ୍ତ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ତାହାପୁଣି ଖାଲି ପାଦରେ । ଦର୍ଶକ ଓ ପାପାରାଜିମାନେ ଖାଲିପାଦରେ ଯିବାର କାରଣ ପଚାରିବାରୁ ସେ ଅଜବ ଉତ୍ତର ଦେଇଥିଲେ । ସେ ସଲମାନ ଖାନ୍‌ଙ୍କ…

ପୁରା ଶରୀରରେ ମହିଳା କଲେ ଟାଟୁ: ସ୍କୁଲ, ପବ୍, ପାର୍ଲର ଯିବାକୁ ବାରଣ

ବ୍ରିଟେନ: ଆଜିକାଲି ଯୁବପିଢୀ ଦେହରେ ବିଭି୍‌ନ୍ନ ପ୍ରକାରର ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ନିଜ ସଉକକୁ ପୂରଣ କରିବାକୁ ଯାଇ ଜଣେ ଜଣେ ସେମାନଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଥାନ୍ତି । ହେଲେ ବ୍ରିଟେନରେ ରହୁଥିବା ଜଣେ ମହିଳା ନିଜ ଦେହରେ ଟାଟୁ କରିଥିବାରୁ ତାଙ୍କୁ ତାଙ୍କ ପିଲାଙ୍କ…

ଦମଦାର ଚରିତ୍ରରେ ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା

ଭୁବନେଶ୍ୱର:ଫିଲ୍ମ ନିମକୀ, କୁଇନ୍‌, ବିଜୟିନୀ ପରେ ପୁଣି ଥରେ କିଛି ଭିନ୍ନ ଅନ୍ଦାଜରେ, ଏକ ଦମଦାର ଚରିତ୍ରରେ ପୁଣି ନଜର ଆସୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସମ୍ପୂୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ନାରୀକୈନ୍ଦ୍ରିକ ଫିଲ୍ମ ‘ବସ’ ରେ ବର୍ଷା…

ଓଡ଼ିଆ ଫିଲ୍ମ “ନିୟତି’ର ଟ୍ରେଲର ଓ ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଜୁଲାଇ ୨୧ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ନିୟତି’ । ଏହି ଫିଲ୍ମରେ ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଓ ଅଭିନେତା ସମରେଶ ରାଉତରାୟ ଅଛନ୍ତି । ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି ଏହି ଭିନ୍ନ ସ୍ୱାଦର ଫିଲ୍ମ "ନିୟତି’ । ଏହାକୁ…

ଗଭୀର ସମୁଦ୍ରରୁ ଅଦ୍ଭୁଦ ଜୀବ ଠାବ, ବୈଜ୍ଞାନିକମାନେ ନାଁ ରଖିଲେ ମେଲାନୋଷ୍ଟୋମିୟସ୍ ଡ଼ିଓ

ବ୍ରାଜିଲ: ଦୁନିଆରେ ଅନେକ ପ୍ରକାରର ଜୀବ ଅଛନ୍ତି । କିଏ ମାଟି ତଳେ ତ ଆଉ କିଏ ଗଭୀର ସମୁଦ୍ର ଭିତରେ କିମ୍ବା ଘଞ୍ଚ ଜଙ୍ଗଲରେ ବାସ କରିଥାନ୍ତି । ଅନେକ ବୈଜ୍ଞାନିକ ନୂତନ ଜୀବଙ୍କ ସନ୍ଧାନରେ ନିୟୋଜିତ ରହିଥାନ୍ତି । ଏପରି ଜାଗାରେ ଜୀବଜନ୍ତୁ ଠାବ କରନ୍ତି, ଯେଉଁଠାରେ ମଣିଷ ଏପର୍ଯ୍ୟନ୍ତ ପହଞ୍ଚିି…