ରାଜ୍ୟରେ ବୟନ ଶିଳ୍ପକୁ ବ୍ୟାପକ କରିବାକୁ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ
ଭୁବନେଶ୍ୱର: ବୟନ ଶିଳ୍ପ ଉପରେ ଗୁରୁତ୍ୱ ଦେବା ସହ ଏହାର ବୈଷୟିକ ଶିଳ୍ପକୁ ବ୍ୟାପକ କରିବା ନିମନ୍ତେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ‘ଓଡ଼ିଶା ନିବେଶକ ସମ୍ମିଳନୀ’ । ମେ ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘରୋଇ…