ମେଟ ଗାଲା ଇଭେଣ୍ଟରେ ୨୦୪ କୋଟି ଟଙ୍କାର ହାର ପିନ୍ଧିଲେ ପ୍ରିୟଙ୍କା
ମୁମ୍ବାଇ: ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ରେ ଦେଶ ତଥା ବିଦେଶର ସମସ୍ତ ସେଲିବ୍ରିିଟ୍ଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଠାରେ ପହଞ୍ଚିଥିଲେ ।…