Latest Odisha News

BREAKING NEWS

ପତ୍ନୀଙ୍କ ସ୍ମୃତିରେ ହନୁମାନ ମନ୍ଦିର ନିର୍ମାଣ

ଶାହାଜହାନ ନିଜ ପତ୍ନୀ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ଏ କଥା ସମେସ୍ତ ଜାଣନ୍ତି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ମୃର୍ତ୍ତି, ସ୍ମାରକୀ ବା ପାର୍କ ତିଆରି କରିଥିବା ଦେଖିବାକୁ ମିଳେ । କିନ୍ତୁ ନିଜ ପତ୍ନୀଙ୍କ ସ୍ମୃତିରେ ଜଣେ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ…

ମାତ୍ର ୮୦ ଟଙ୍କା ପାଇଁ କପିଲ ଶର୍ମାଙ୍କ ହୋଇଥିଲା ବ୍ରେକଅପ୍

ମୁମ୍ବାଇ: ବଲିଉଡ଼ର ହାସ୍ୟ ଅଭିନେତାଙ୍କ ମଧ୍ୟରୁ କପିଲ ଶର୍ମା ହେଉଛନ୍ତି ଅନ୍ୟତମ । ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ…

ଭାଲେଣ୍ଟାଇନ୍ ଡ଼େ ପୂର୍ବରୁ ଗୋଲାପ ଆମଦାନୀ ବନ୍ଦ

ଭାଲେଣ୍ଟାଇନ୍ସ ଡ଼େ ପାଳନ ପାଇଁ ଏବେକାର ଯୁବପିଢୀଙ୍କ ଭିତରେ ଭରପୂର ଉତ୍ସାହ । ସେଥିପାଇଁ ପ୍ରେମୀଯୁଗଳମାନେ କେତେ କ’ଣ ଯୋଜନା କରିଛନ୍ତି । ତେବେ ନେପାଳରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଖଟକା ଖବର । ଭାଲେଣ୍ଟାଇନ୍ସ ଡ଼େକୁ ଆଖିରେ ରଖି ନେପାଳ ସରକାର ଭାରତ ଓ ଚୀନ୍‌ରୁ ଗୋଲାପ ଆମଦାନୀକୁ…

ପଠାନ୍ ବେଶରେ ମେକ୍‌ଅପ୍ ନେଇ ଚର୍ଚ୍ଚାରେ ମହିଳା

ବଲିଉଡ଼ ବାଦ୍‌ଶାହା ଶାହରୁଖ ଖାଁଙ୍କ ଅଭିନିତ ଫିଲ୍ମ ‘ପଠାନ୍‌’ ହଲରେ ଏବେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରି ରେକର୍ଡ଼ ଭାଙ୍ଗି ସାରିଲାଣି । ଏହି ଫିଲ୍ମରେ ଶାହାରୁଖଙ୍କ ଲୁକ୍‌କୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା । ଲମ୍ବା ଲମ୍ବା କେଶ ସାଙ୍ଗକୁ ଧାଡ଼ିକୁ ପ୍ରଶଂସକମାନେ ବେଶ୍…

୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର

ହେଡ଼ିଂ ପଢି ଟିକେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଏମିତି ଏକ ପ୍ରେମପତ୍ର ସୋସିଆଲ ମିଡ଼ିଆରେ ଏବେ ବେଶ୍ ଭାଇରାଲ ହୋଇଛି । ନିଜ ବିବାହରେ ଖୁସି ନ ଥିବା ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ପାଖକୁ ୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର ପଠାଇଛନ୍ତି । ବିବାହ ମଣ୍ଡପରୁ ଉଠାଇ ନେବାକୁ ନିଜର ମନକଥାକୁ…

କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ସୋମବାର କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ବେଳେ…

ଭାଲେଣ୍ଟାଇନ୍ ଡ଼େ ଅଫର: ସିଙ୍ଗଲଙ୍କ ପାଇଁ ଗୋଟେ ପ୍ଲେଟ ଗୁପ୍‌ଚୁପ୍‌ରେ ଆଉ ଗୋଟେ ପ୍ଲେଟ ଫ୍ରି

ଭାଲେଣ୍ଟାଇନ୍ସ ଡ଼େ ପୂର୍ବରୁ ସାରା ବିଶ୍ୱରେ ପ୍ରେମୀଯୁଗଳ ଉତ୍ସାହର ସହିତ ଭାଲେଣ୍ଟାଇନ୍ ୱିକ୍ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ଓ ରେସ୍ତୋରାଁରେ ଏକାଧିକ ପ୍ରକାର ଅଫର ଦିଆଯାଉଛି । ଛୋଟବଡ଼ ଦୋକାନ କଥା ଛାଡ଼ନ୍ତୁ, ରାସ୍ତାକଡ଼ରେ ଗୁପ୍‌ଚୁପ୍ ବିକ୍ରି କରୁଥିବା ଜଣେ ଯୁବତୀ…

ଏମ୍‌ସରେ ବିରଳ ଅସ୍ତ୍ରୋପଚାର : ପଙ୍ଗୁପ୍ରାୟ ମହିଳାଙ୍କୁ ଦେଲା ନୂଆ ଜୀବନ

ଭୁବନେଶ୍ୱର: ଏମସ୍‌ରେ ବିରଳ ଅସ୍ତ୍ରୋପ୍ରଚାର । ଜଣେ ପଙ୍ଗୁପ୍ରାୟ ମହିଳାଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିରେ ସଫଳ ପ୍ରତିରୋପଣ କରିଛନ୍ତି ଡ଼ାକ୍ତରୀଦଳ । ଏଭଳି ବିରଳ ଅସ୍ତ୍ରୋପଚାର ସର୍ବଭାରତୀୟସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପ୍ରତିରୋପଣ ବୋଲି କୁହାଯାଉଛି…

ଦୀର୍ଘଦିନର ଦାବି ପୂରଣ ହେଲା: ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର: ବରଗଡ଼ ଜିଲା ପାଇକମାଳ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନୀତ କରାଯାଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବାରୁ ଗ୍ରାମବାସୀମାନେ ଏହାକୁ ସ୍ୱାଗତ କରିଛନ୍ତି ।…

ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’ । ଏଥିରେ ଓଡ଼ିଆ ଘରର ଚଳଣୀ ଓ ପରମ୍ପରା ପ୍ରତିଫଳିତ ହୋଇଛି । ସିନେମାଟି ମୌଳିକ କାହାଣୀ ଉପରେ ପର୍ଯ୍ୟବେଷିତ ହେଉଥିବାରୁ ଏହା ଦର୍ଶକଙ୍କ ଗ୍ରହଣୀତା ହେବ ବୋଲି ପ୍ରଡ଼କ୍‌ସନ ହାଉସ ପକ୍ଷରୁ ଜଣାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ…