୫ମ ମହଲା ଉପରେ ପେଟ୍ରୋଲ ପମ୍ପ
ବେଜିଂ: ୫ମ ମହଲା ଉପରେ ପେଟ୍ରୋଲ ପମ୍ପ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟକା ଲାଗିପାରେ । କିନ୍ତୁ ଏବେ ଏମିତି ଏକ ପେଟ୍ରୋଲ ପମ୍ପର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଚୀନ ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍…