Latest Odisha News

BREAKING NEWS

୫ ବର୍ଷ ପରେ ତୃତୀୟ ପତ୍ନୀଙ୍କଠାରୁ ବି ଅଲଗା ହେବେ ରାହୁଲ ମହାଜନ

ମୁମ୍ବାଇ: ୫ ବର୍ଷ ପରେ ତୃତୀୟ ପତ୍ନୀଙ୍କଠାରୁ ବି ଅଲଗା ହେବେ ରାହୁଲ ମହାଜନ । ରାହୁଲ ମହାଜନ ଏବଂ ତାଙ୍କର ତୃତୀୟ ପତ୍ନୀ ତଥା କାଜାଖସ୍ତାନର ମଡେଲ ନତାଲିଆ ଇଲିନା ଛାଡପତ୍ର ନେବାକୁ ଯାଉଛନ୍ତି । ଉଭୟ ଚାରି ବର୍ଷ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ କଟାଇବା ପରେ ଗତ ବର୍ଷ ଛାଡପତ୍ର ପାଇଁ ଆବେଦନ…

ପୋଲିସକୁ ୨୭୦୦ ଥର କଲ୍ କଲେ ମହିଳା, ଦର୍ଶାଇଲେ ଅଜବ କାରଣ

ଜାପାନ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ ଆଚରଣ ଯୋଗୁ ଚର୍ଚ୍ଚାକୁ ଆସିଥାନ୍ତି । ହେଲେ ପୋଲିସ ସହିତ କେହି କେବେ ଏପରି କରିବା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଏବେ ସେମିତି ଜଣେ ମହିଳା ପୋଲିସକୁ ୨୭୦୦ ଥର କଲ କରି ଏମିତି ହଇରାଣ ହରକତ କଲେ ଯେ, ତାଙ୍କ ଅବସ୍ଥା ବିଗିଡ଼ିଗଲା…

ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’କୁ ଫେରିବେ ଦିଶା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଓଲଟା ଚଷମା’କୁ ଇତିମଧ୍ୟରେ ୧୫ ବର୍ଷ ପୂରିଛି । ସବ ଟିଭିରେ ପ୍ରସାରିତ ହେଉଥିବା ଏହି ଧାରାବାହିକର ସମସ୍ତ କଳାକାର ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଧାରାବାହିକର ପ୍ରଯୋଜକ ଅସିତ ମୋଦୀ ସମସ୍ତ କଳାକାରଙ୍କୁ…

ପ୍ରେମୀ ହେବ ତ ଏମିତି : ଡାକ୍ତରଖାନାରେ ବିବାହ କଲେ ପ୍ରେମୀଯୁଗଳ

ଜରଜିଆ: ଆଉ ମାସକ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ସେମାନେ ପରସ୍ପରକୁ ଜାଣିଥିଲେ, ଭଲ ପାଉଥିଲେ ଓ ପରିବାରର ସ୍ୱୀକୃତି ମଧ୍ୟ ଥିଲା । କିନ୍ତୁ ବିଧିର ବିଧାନ ବଡ଼ ନିଷ୍ଠୁର । ଧାର୍ଯ୍ୟ ହୋଇଥିବା ବାହାଘର ତାରିଖର ମାସକ ପୂର୍ବରୁ ଘଟିଗଲା ଅଘଟଣ । ଅସାବଧାନତା ଯୋଗୁ ପ୍ରେମିକଙ୍କ…

ପାର୍ଟଟାଇମ ଅଭିନେତ୍ରୀ ଭାବେ କାମ କରିବାକୁ ଚାହାଁନ୍ତ ଦିଆ

ମୁମ୍ବାଇ: ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା । ଫଳରେ ସେ ଅଧିକ ସମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିପାରିବେ । ନିକଟରେ ଏକ ସାକ୍ଷାତକାରରେ ଏହା କହିଛନ୍ତି ଦିଆ । ଏପରି ମନ୍ତବ୍ୟ ଶୁଣି ତାଙ୍କ…

ଏମିତିି ମନ୍ଦିର, ଯେଉଁଠି ଜଳାଭିଷେକ କଲେ ଋଣରୁ ମିଳେ ମୁକ୍ତି

ରାଜସ୍ଥାନ: ବିଶ୍ୱାସରେ ଭଗବାନ ମିଳନ୍ତି ବୋଲି କୁହାଯାଏ । ବିଭିନ୍ନ ସମୟରେ ଏହି ଉକ୍ତିର ଅବତାରଣା ମଧ୍ୟ କରାଯାଇଥାଏ । ତେବେ ଏହାର ବାସ୍ତବତା କେତେ ତାହା ଅନୁଭବି ହିଁ କହିପାରନ୍ତି । ତେବେ ଦେବତାଙ୍କ ଉପରେ ଜଳାଭିଷେକ କଲେ ଋଣଗ୍ରସ୍ତ ହୋଇଥିବା ଲୋକଟି ଋଣମୁକ୍ତ ହୁଏ ବୋଲି ଶୁଣିଛନ୍ତି କି ?…

ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୋନମ

ମୁମ୍ବାଇ: ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ଅଭିନେତ୍ରୀ ସୋନମ କପୁର । ଶନିବାର ସୋନମ ତାଙ୍କ ପତି ଆନନ୍ଦ ଆହୁଜାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେ ସୋସିଆଲ ମିଡିଆରେ ଆନନ୍ଦଙ୍କ ସହ କିଛି ରୋମାଣ୍ଟିକ୍ ଫଟୋ ସେୟାର କରିି ଶୁଭେଚ୍ଛା ଜଣାଇଛନ୍ତି ।…

ଆଫ୍ରିକାରେ ସୁଟିଂ ହେବ ‘ଆରଆରଆର-୨’

ମୁମ୍ବାଇ: ଆଫ୍ରିକାରେ ସୁଟିଂ ହେବ ‘ଆରଆରଆର-୨’ । ଆଫ୍ରିକାରେ ରାମ ଚରଣ ଏବଂ ଏନ୍‌ଟିଆର ଜୁନିୟରଙ୍କ ସହିତ କାହାଣୀ ପ୍ରଦର୍ଶିତ ହେବ । ନିକଟରେ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ ଏହା ପ୍ରକାଶ କରିଛନ୍ତି । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’…

୭୭ ବର୍ଷରେ ନିଜକୁ ଫିଟ୍ ରଖିଛନ୍ତି ବୃଦ୍ଧା: ସୋସିଆଲ ମିଡ଼ିଆରେ ସେୟାର କଲେ ସିକ୍ରେସି

ସାଧାରଣତଃ ୭୦ ବର୍ଷ ଅତିକ୍ରମ କରିବା ପରେ ଯେ କୌଣସି ବ୍ୟକ୍ତି ନିଜକୁ ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲା ବୋଲି ଭାବିଥାନ୍ତି । କିଛି ଲୋକଙ୍କ ପାଇଁ ସେମାନଙ୍କର ଶରୀର ମଧ୍ୟ କୌଣସି କାମ କରିବାକୁ ସମର୍ଥନ କରୁ ନ ଥିବା ବେଳେ ଆଉ କିଛି ଶଯ୍ୟାରେ ବିଶ୍ରାମ ନେଇଥାନ୍ତି । ଏହିପରି ଲୋକଙ୍କ ପାଇଁ ଏକ…

ଲୁଙ୍ଗି ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାରେ ରଣବୀର: ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ରଣବୀର କପୁର ନିଜର ଅଭିନୟ ଓ ଷ୍ଟାଇଲିସ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ଲୁଙ୍ଗି ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଫଟୋ ଓ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଲୁଙ୍ଗି…