Latest Odisha News

ବିହାର ରାଜନୀତିରେ ରୋଚକ ମୋଡ଼ ! କଂଗ୍ରେସର ପ୍ଲାନ ଦେଖି RJD ଛାନିଆ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ପ୍ରଚାର ଭିତରେ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିଛି । ସ୍ୱାଧୀନତା ପରେ ପାଟନା ସଦାକତ୍‌ ଆଶ୍ରମରେ ପ୍ରଥମ ଥର ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକର ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବାର ପ୍ରୟାସ କରିଛି । ସେହି ଆଶ୍ରମରେ କଂଗ୍ରେସ CWC ବୈଠକ କରି…

ଘରେ କେତେ ରଖିପାରିବେ ନଗଦ ଟଙ୍କା ? ଜାଣିରଖନ୍ତୁ ନହେଲେ ଫସିବେ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ, ଅନଲାଇନ ସପିଂଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ପ୍ଲାଟଫର୍ମରେ ହେଉଛି। ତଥାପି, ଅନେକ ଲୋକ ଏବେ ବି ଘରେ ନଗଦ ଟଙ୍କା ରଖିବାକୁ ପସନ୍ଦ କରନ୍ତି ଏବଂ ଦୈନନ୍ଦିନ କାରବାର ପାଇଁ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ବେଳେବେଳେ ଆୟକର…

ଫ୍ଲିପକାର୍ଟ ନା ଆମାଜନ କେଉଁଥିରେ ଅଧିକ ଅଫର ? ଜାଣନ୍ତୁ….

ନୂଆଦିଲ୍ଲୀ: ଏ ବର୍ଷର ସବୁଠାରୁ ବଡ଼ ଅନଲାଇନ ସପିଂ ସେଲ ଫ୍ଲିପକାର୍ଟ ଏବଂ ଆମାଜନରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଏବଂ ଅନ୍ୟପଟେ ଫ୍ଲିପକାର୍ଟ ବିଗ ବିଲିଅନ ଡେଜ୍ ସେଲ ଅଫରରେ ଭରପୂର। ଏହି ସେଲରେ ମିଳୁଥିବା ଜବରଦସ୍ତ ଡିସକାଉଣ୍ଟ ଏବଂ ଅଫର ଦେଖି…

ନବରାତ୍ରିରେ ଉପବାସ କଲେ ଏତେ ଫାଇଦା ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ନବରାତ୍ରି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ପୂଜା କରାଯାଏ। ଉପବାସର ମଧ୍ୟ ବହୁତ ଗୁରୁତ୍ୱ ଅଛି। ଅନେକ ଲୋକ ନଅ ଦିନ ପାଇଁ ଉପବାସ ପାଳନ କରନ୍ତି। ସେମାନେ ଦିନକୁ ଥରେ କେବଳ ଖାଦ୍ୟ ଖାଆନ୍ତି, ଯେଉଁଥିରେ କ୍ଷୀର, ଦହି, ଫଳ, ବାଦାମ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ସମୟରେ ଅନେକ…

ବିଶ୍ୱର କେଉଁ ଧର୍ମର ଲୋକଙ୍କ ପାଖେ ଅଧିକ ଟଙ୍କା ? ଜାଣିଲେ ଆଶ୍ଚର୍ଯ୍ଯ ହୋଇଯିବେ

ନୂଆଦିଲ୍ଲୀ: ବିଶ୍ୱର ଧନୀମାନଙ୍କ ତାଲିକାରେ ନାମ ହୋଇଥାଏ ବିଲ୍ ଗେଟ୍ସ, ଜେଫ୍ ବେଜୋସ, ମାର୍କ ଜୁକରବର୍ଗ ଓ ଏଲନ ମସ୍କ୍ ଭଳି ବ୍ୟକ୍ତିତ୍ୱଙ୍କର। ଏହା ସତ୍ୟ ଯେ ଏହି ବ୍ୟକ୍ତିମାନେ ବିଭିନ୍ନ ଧର୍ମୀୟ ପୃଷ୍ଠଭୂମିରୁ ଆସିଥାନ୍ତି, କିନ୍ତୁ ଯଦି ଆମେ ସମ୍ପୂର୍ଣ୍ଣ ବିଶ୍ୱର ସମ୍ପତ୍ତିକୁ ଧର୍ମୀୟ…

ଭାଇରାଲ ହେଉଛି ଚାଣକ୍ୟଙ୍କ ଏହି ନୀତିବାଣୀ, ଆପଣ ବି ଜାଣିବା ଆବଶ୍ୟକ

ଭୁବନେଶ୍ୱର : ଆଚାର୍ଯ୍ୟ ଚାଣକ୍ୟ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ଲୋକପ୍ରିୟ ଅର୍ଥନୀତିଜ୍ଞ, ଏବଂ କୂଟନୀତିଜ୍ଞ ଭାବରେ ଜଣାଶୁଣା। ଚାଣକ୍ୟ, ଚାଣକ୍ୟ ତାଙ୍କ ନୀତି ନାମରେ ପ୍ରସିଦ୍ଧ। ଚାଣକ୍ୟ ସାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ର୍ନିଦ୍ଦିଷ୍ଟ ନିୟମ ଦେଇଛନ୍ତି।…

ମୃତ୍ଯୁ ପରର ଜୀବନ ! ତାଜୁବ କଲା ଭଳି ଏହି ମହିଳାଙ୍କ ସତ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭୁବନେଶ୍ୱର: ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ ନୁହଁ ୨ ଥର। ସେ ମରି କି ବଞ୍ଚିଛନ୍ତି। ଏକଥା ଆମେ କହୁନୁ। ମହିଳା ଜଣକ କହୁଛନ୍ତି। ଜାଣନ୍ତୁ ପୂରା କାହାଣୀ… ସମୟ ସମୟରେ…

ଏହି ସବୁ ରାଶି ପାଇଁ ଆରମ୍ଭ ହେଲା ଖରାପ ସମୟ ! ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ମା’ ଦୁର୍ଗାଙ୍କ ଆଗମନରେ ସାରା ଓଡ଼ିଶା ଆଲୋକିତ ହେବ। ଦୁର୍ଗା ପୂଜାର ଆନନ୍ଦ ଓ ଭକ୍ତିରେ ଭକ୍ତମାନେ ବୁଡ଼ି ରହିବେ, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ପୂଜା ସମୟରେ ଚାରୋଟି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ। ପଣ୍ଡିତ ହିତେନ୍ଦ୍ର…

ଆପଣ ଦିନକୁ କେତେ ଷ୍ଟେପ ଚାଲୁଛନ୍ତି ? ସ୍ମାର୍ଟଫୋନ କେମିତି କରିଥାଏ ଗଣନା

ଭୁବନେଶ୍ୱର: ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକରେ ଅନେକ ନୂଆ ଫିଚର୍‌ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ମଧ୍ୟ ଉପଲବ୍ଧ ହେଉଛି। ଏହା ମଧ୍ୟରୁ ଗୋଟିଏ ଜନପ୍ରିୟ ଫିଚର୍‌ ହେଉଛି ଷ୍ଟେପ୍‌ କାଉଣ୍ଟ୍‌, ଯାହା ଜଣେ ବ୍ୟବହାରକାରୀଙ୍କ ପ୍ରତ୍ୟେକ ପାଦଚାଳନାକୁ ଟ୍ରାକ୍‌ କରି ତାଙ୍କୁ…

AI ପଢ଼ିପାରେ କି ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ ? ଆସିଗଲା ନୂଆ ଟେକ୍ନୋଲଜି

ନୂଆଦିଲ୍ଲୀ: ଆମେ ଏକ ଡିଜିଟାଲ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପ୍ରାୟ ସବୁ କିଛି ଉପରେ କବଜା କରିଛି। ଯେଉଁମାନେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି, ସେମାନେ ଜାଣନ୍ତି ଯେ ହାତ ଲେଖା ପ୍ରେସକ୍ରିପ୍ସନ ପଢ଼ିବା କେତେ କଷ୍ଟକର ହୋଇପାରେ – ଏଥିରେ କ’ଣ ଲେଖାଯାଇଛି…