ଆଜି ହିଁ କିଣିନିଅନ୍ତୁ ସୁନା, ଭୁବନେଶ୍ୱରରେ କମିଗଲା ଏତେ ଟଙ୍କା
ଭୁବନେଶ୍ୱର: ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅସ୍ଥିରତା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୮,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୯୦,୧୦୦ ଟଙ୍କାରେ କାରବାର ହେଉଛି। ଓଡ଼ିଶାର ରାଜଧାନୀ…