Latest Odisha News

BREAKING NEWS

କାହାକୁ ଜଣା ନାହିଁ WhatsAppର ଏହି ୮ଟି ଚମତ୍କାର ଟ୍ରିକ୍, ଜାଣିଲେ ଆପଣବି…

ନୂଆଦିଲ୍ଲୀ: ଆଜିର ସମୟରେ ହ୍ୱାଟ୍ସଆପ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଯାଇଛି। ଚାଟିଂ ଠାରୁ ଆରମ୍ଭ କରି ଫଟୋ-ଭିଡିଓ ପଠାଇବା, କଲିଂ, ଷ୍ଟୋରୀ ସେୟାର କରିବା ଓ ଫାଇଲ ଟ୍ରାନ୍ସଫର ପର୍ଯ୍ୟନ୍ତ, ଏହି ଆପ୍ ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଛି। କିନ୍ତୁ…

ବିଜ୍ଞାନର ଚମତ୍କାର: ପ୍ରଥମ ଥର ଦୁଇ ପୁରୁଷରୁ ଜନ୍ମ ହେଲା ମୂଷା

ନୂଆଦିଲ୍ଲୀ: ବିଜ୍ଞାନ ଏଥର ପ୍ରକୃତିର ସୀମାକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି। ଚୀନର ଜିଆଓତୋଙ୍ଗ ବିଶ୍ୱବିଦ୍ୟାଳୟର ବିଜ୍ଞାନୀମାନେ ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରି ଏକ ମୂଷା ଜନ୍ମ କରାଇଛନ୍ତି, ଯାହା କେବଳ ଦୁଇ ପୁରୁଷ ମୂଷାର ଡିଏନଏରୁ ତିଆରି। ଅର୍ଥାତ୍, ଏହା ଜନ୍ମ ପାଇଁ ମାଆର ଆବଶ୍ୟକତା…

ଆମେରିକା ଯିବାକୁ ସ୍ୱପ୍ନ ଅଛି କି ? ଏବେ ଭିସା ପାଇଁ ଖୋଲିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ଆମେରିକା ନିକଟରେ ଷ୍ଟୁଡେଣ୍ଟ ଭିସା ପ୍ରକ୍ରିୟା ପୁନଃ ଆରମ୍ଭ କରିଛି, ଏବଂ ଏହା ସହିତ ଭାରତୀୟ ଆବେଦନକାରୀଙ୍କ ପାଇଁ ଏକ ନୂଆ ସର୍ତ୍ତ ସାମ୍ନାକୁ ଆସିଛି। ଆମେରିକାସ୍ଥିତ ଭାରତୀୟ ଦୂତାବାସ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛି ଯେ ସେମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ…

PF ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା, ଏବେ ମାତ୍ର ତିନି ଦିନରେ….

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଦେଶର ଲକ୍ଷ ଲକ୍ଷ PF ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଏବେ ଆଗୁଆ କ୍ଲେମ୍ (Advance Settlement of Advance Claims - ASAC) ପାଇଁ ସ୍ୱୟଂ-ସେଟେଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି…

ବିନା କୋର୍ଟରେ କେମିତି ତଲାକ ଦେଇଥାନ୍ତି ମୁସଲିମ, କେଉଁ ନିୟମକୁ କରାଯାଏ ପାଳନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଲୋକ ଇସଲାମିକ ରୀତିନୀତି ଓ ପରମ୍ପରା ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥାଆନ୍ତି। ଏଥିମଧ୍ୟରୁ ଇସଲାମରେ ବିବାହ ଓ ତଲାକର ପଦ୍ଧତି ସବୁଠାରୁ ଅଧିକ ଆକର୍ଷଣୀୟ। ତଲାକର ଏକ ପଦ୍ଧତି ଥିଲା ତିନି ତଲାକ, ଅର୍ଥାତ୍ ତଲାକ-ଏ-ବିଦ୍ଦତ, ଯାହା ଉପରେ ଭାରତ ସରକାର…

ପୂରା ଇରାନକୁ ଧ୍ୱଂସ କରିବାକୁ ଆମେରିକା ପାଇଁ କେତେ ସମୟ ଲାଗିବ ? ଏହି ଭୟଙ୍କର ଅସ୍ତ୍ର କରିପାରିିବ ନିପାତ

ନୂଆଦିଲ୍ଲୀ :୧୩ ଜୁନରେ ଆରମ୍ଭ ହୋଇଥିବା ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଭିନ୍ନ୍ ମୋଡ଼ ନେଇଛି । ଯୁଦ୍ଧ ୧୦ମ ଦିନରେ ଅର୍ଥାତ୍ ୨୨ ଜୁନରେ ଏଣ୍ଟ୍ରି ମାରିଛି ଆମେରିକା । ଇରାନର ତିନୋଟି ପରମାଣୁ ଘାଟିକୁ ଟାର୍ଗେଟ କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୋସିଆଲ…

ଆମେରିକାର ଆଟାକ ପରେ ତାତିଲା ଇରାନ, ଭୟଙ୍କର ମୋଡ଼ ନେଲା ଯୁଦ୍ଧ

ନୂଆଦିଲ୍ଲୀ: ଆମେରିକାର ଆଟାକ ପରେ ତାତିଲା ଇରାନ । ଇସ୍ରାଏଲ ଉପରେ କାଉଣ୍ଟର ଆଟାକ୍ କଲା ତେହେରାନ । ଇସ୍ରାଏଲ ଉପରେ ୩୦ରୁ ଅଧିକ ବାଲାଷ୍ଟିକ୍ ମାଡ଼ କଲା ଇରାନ । ତେଲ ଅଭିଭ, ହାଇଫା, ଜେରୁଜେଲମରେ ହୋଇଛି ଭୟଙ୍କର ବିସ୍ଫୋରଣ । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆସିଲା ଭିଡିଓ । ଯେଉଁଥିରେ…

କେଉଁ ରାଜ୍ୟ ଲୋକ ସବୁଠୁ ଅଧିକ ଦିନ ବଞ୍ଚିଥାନ୍ତି, ନାଁ ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଭାରତ ପରି ଏକ ବିଶାଳ ଦେଶରେ, ଯେଉଁଠାରେ ଭୌଗୋଳିକ, ସାଂସ୍କୃତିକ ଏବଂ ଖାଦ୍ୟପେୟରେ ବିବିଧତା ରହିଛି, ସେଠାରେ ପ୍ରତ୍ୟେକ ରାଜ୍ୟର ଜୀବନଶୈଳୀ ଅଲଗା। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଭାରତର କେଉଁ ରାଜ୍ୟରେ ଲୋକେ ସବୁଠାରୁ ଅଧିକ ଦିନ ବଞ୍ଚନ୍ତି? ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ…

Password Leak: କେମିତି ହୋଇଥାଏ ପାସୱାର୍ଡ ଲିକ୍ ? ଜାଣନ୍ତୁ ହ୍ୟାକର୍ସଙ୍କ ଉପାୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ…

UPI Autopay: ଆପଣ ନଚାହିଁଲେ କଟିବନି ଟଙ୍କା, ଜାଣନ୍ତୁ ଚମତ୍କାର ଉପାୟ

ନୂଆଦିଲ୍ଲୀ:ଆଜିର ଡିଜିଟାଲ ଯୁଗରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଆମ ଜୀବନକୁ ବେଶ୍‌ ସହଜ କରିଛି। ଏହାର ଅଟୋପେ ଫିଚର୍‌ ମାଧ୍ୟମରେ ପ୍ରତି ମାସରେ OTT ପ୍ଲାଟଫର୍ମ, ବିଦ୍ୟୁତ୍ ବିଲ୍, ପାଣି ବିଲ୍ କିମ୍ବା DTH ରିଚାର୍ଜ ଭଳି ସେବାଗୁଡ଼ିକର ଦେୟ ସ୍ୱୟଂଚାଳିତ ଭାବେ କଟିଯାଏ, ଯାହା…