Latest Odisha News

BREAKING NEWS

ବ୍ରହ୍ମୋସ୍‌କୁ ଦେଖି ବିଶ୍ୱ କାବା, କିଣିବା ପାଇଁ ଲମ୍ବା ଲାଇନ

ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ୍‌ର ଜବାବ ନାହିଁ।ପାକିସ୍ତାନ ଉପରେ ଏହା ଏଭଳି ଧ୍ବଂସଲୀଳା ରଚିଛି ଯେ ଏବେ ବ୍ରହ୍ମୋସ୍‌ କିଣିବାକ ପାଇଁ ଲମ୍ବା ଲାଇନ। ପାକିସ୍ତାନ ଭିତରେ ପଶି ୧୩ଟି ଏୟାରବେସ୍‌କୁ ଧ୍ବଂସ କରିଛି ବ୍ରହ୍ସୋସ। ବ୍ରହ୍ମୋସ୍‌ ପ୍ରୁଫ କରିଦେଇଛି ଯେ ଏହା ହେଉଛି ଶତ୍ରୁକୁ ବରବାଦ…

ସମୁଦ୍ର ପଥରୁ କରାଚୀକୁ ଘେରିଥିଲା ନୌସେନା, ଡରିଯାଇଥିଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ତିନି ପଟୁ ଘେରିଥିଲା ପାକିସ୍ତାନ । ପାକିସ୍ତାନ ଭିତରେ ଡର ଥିଲା ଯେ ଏଥର ଭାରତର ଷ୍ଟ୍ରାଇକ ନୌସେନା ପକ୍ଷରୁ ହୋଇପାରେ । ଭାରତୀୟ ନୌସେନା ମଧ୍ୟ ଏଥିପାଇଁ ଆରବ ସାଗରରେ ବଡ଼ ବଡ଼ ଯୁଦ୍ଧ ଜାହାଜ ମୁତୟନ କରି ସାରିଥିଲା । ୧୯୭୧ ଯୁଦ୍ଧ ଭଳି…

ସତରେ ହେବ କି ବାତ୍ୟା, ଜାଣନ୍ତୁ କଣ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ମେ ମାସରେ ପୁଣି ବାତ୍ୟା ଚର୍ଚ୍ଚା। ମୌସୁମୀ ଆଗମନ ସହିତ ବାତ୍ୟା କୁ ନେଇ ବଢ଼ିଛି ଚର୍ଚ୍ଚା। ମେ ଶେଷ ସପ୍ତାହ ରେ ବାତ୍ୟା ସୃଷ୍ଟି ହେବା ପରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ରେ ପ୍ରଭାବ ପକାଇବା ନେଇ ବାଂଲାଦେଶୀ ବୈଜ୍ଞାନିକ ଆକଳନ ବି କରିଛନ୍ତି। ହେଲେ ଭାରତୀୟ ପାଣିପାଗ ବିଜ୍ଞାନ…

ପିଓକେ ଖାଲି କରୁ ପାକିସ୍ତାନ, ଭାରତ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଅସ୍ତ୍ରବିରତି (ସିଜଫାୟାର) ପରେ ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ଏକ ଔପଚାରିକ ବୟାନ ଜାରି କରିଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ବିବାଦର ସମାଧାନ କେବଳ ଦ୍ୱିପାକ୍ଷିକ ଆଲୋଚନା…

ପାକିସ୍ତାନ ପରେ ଏବେ ତୁର୍କୀ ପାଳି, ସେଠାକୁ ନଯିବାକୁ ଲୋକଙ୍କୁ ଅପଲି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଠିକଣା ବିରୋଧରେ ଏକ ସାମରିକ ଅଭିଯାନ ଆରମ୍ଭ କରିଥିଲା, ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଭାରତୀୟ ସଶସ୍ତ୍ର ବାହିନୀର ଏହି ମିଳିତ…

କାହାର ମୃତ୍ୟୁ ହୋଇନି, କିନ୍ତୁ ଅନେକ ସମ୍ପତ୍ତି କ୍ଷତି ହୋଇଛି… ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ବୟାନ

ଶ୍ରୀନଗର/କୁପୱାଡ଼ା: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମ୍ପ୍ରତି ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ଗୋଳାବର୍ଷଣ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ କ୍ଷତିଗ୍ରସ୍ତ ଅଞ୍ଚଳର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ତଙ୍ଗଧାର ଅଞ୍ଚଳ ମଧ୍ୟ ପହଞ୍ଚିଥିଲେ,…

କାଲି ପୁଣି ବସିବ କ୍ୟାବିନେଟ ଅନ୍ ସିକ୍ୟୁରିିଟି (ସିଡିଏସ) ବୈଠକ, ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ର ସଫଳତା ପରେ ଆସନ୍ତା ବୁଧବାର ସକାଳ ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ହେବାକୁ ଯାଉଛି। ଏହି ବୈଠକ ସମ୍ପ୍ରତି ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ପ୍ରତିଶୋଧ ନେବା ପାଇଁ ଆରମ୍ଭ କରାଯାଇଥିବା…

ଚଟଗାଓଁ ହେବ ବାଂଲାଦେଶର ବଲୁଚିସ୍ତାନ ? ୟୁନୁସ ସରକାରଙ୍କ ପାଇଁ ବଡ଼ ବିପଦ

ଢାକା : ବାଂଲାଦେଶର ଦକ୍ଷିଣ-ପୂର୍ବାଞ୍ଚଳରେ ଥିବା ଚଟଗାଓଁ ହିଲ ଟ୍ରାକ୍ଟ୍ସ (CHT) ଅଞ୍ଚଳରୁ ଉଠୁଥିବା ସ୍ୱାୟତ୍ତଶାସନର ସ୍ୱର ଏବେ ଢାକା ସହ କ୍ଷମତାସୀନ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯେଉଁଭଳି ଭାବେ ପାକିସ୍ତାନ ବର୍ଷ ବର୍ଷ ଧରି ବଲୁଚିସ୍ତାନର ସ୍ୱରକୁ ଅଣଦେଖା କରିଥିଲା ଏବଂ ଆଜି…

ଫିଲ୍ମ ଷ୍ଟାଇଲରେ ପାକିସ୍ତାନକୁ ପଶିଥିଲା ମିସାଇଲ, ଆସିଲା ଭିଡିଓ…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଧରାପଡ଼ିଗଲା ପାକିସ୍ତାନ ମିଛ । ଫଟୋ କହିଦେଲା କ୍ଷତିର ସତ । ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି, ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ । ପ୍ରଥମ ଥର ସୂଚନା ଦେଲେ ୩ ସେନାର DGMO । ଯେଉଁଥିରେ କୁହାଯାଇଛି, ଭାରତର ଅପରେସନ…

ଚିନାବ ନଦୀରେ ଥିବା ଡ୍ୟାମର ଖୋଲିଲା ଗେଟ୍, ପାକିସ୍ତାନରେ ବନ୍ୟା !

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିଲା। ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଡ଼ା ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଜଳ ସମ୍ପଦ ଉପରେ ନିଷେଧାଜ୍ଞା…