ଡିପ୍ରେସନ ସାଜୁଛି କାଳ: ଭାରତରେ ମହିଳାଙ୍କୁ ଅଧିକ ବିପଦ, ନୂଆ ଗବେଷଣାରେ ଖୁଲାସା
ଆଜିର ଜୀବନରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏକ ପୂରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। କର୍ମ କ୍ଷେତ୍ରରେ ଚାପ, ପାରିବାରିକ ଓ ସାମାଜିକ କାରଣରୁ ସ୍ଟ୍ରେସ୍ ଓ ଚିନ୍ତା (ଏନଜାଇଟି) ଏକ ସାଧାରଣ ଘଟଣା ହୋଇଯାଇଛି। ଯାହା ଗମ୍ଭୀର ହେଲେ ଡିପ୍ରେସନ୍ (ଅବସାଦ)ରେ ପରିଣତ ହେଉଛି। ସ୍ୱାସ୍ଥ୍ୟ…