ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟାଧମକ । ଏନେଇ ସୂଚନା ଦେଇଛନ୍ତି ଦିଜେ ଜୟଦେବ ଜେନା । ତାଙ୍କୁ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଦୁବୃତ୍ତମାନେ ତାଙ୍କୁ ସିଧା କହିଥିଲେ କି ତୁମେ ରାଜଧନୀ ଆସିଲେ ଆମେ ତୁମକୁ ହତ୍ୟା କରିବୁ । ଏହାକୁ ନେଇ ଜୟଦେବ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସେ ଅବଗତ କରିଛନ୍ତି ।
ଜୟଦେବ କହିଛନ୍ତି କି ମୁଁ ୫୦ ବର୍ଷ ରାଜନୀତିରେ ରହିଲିଣି । ହେଲେ ଏଭଳି ଘଟଣା କେବେ ଘଟିନଥିଲା । ମେତେ ଗତ ୨୦୨୫ ମସିହା ପେବୃଆରୀ ମାସ ୪ ତାରିଖରେ ମଧ୍ୟ ମୋବାଇଲ ଯୋଗେ ହତ୍ୟା ଧମକ ଆସିଥିଲା ।
ତେବେ ସୂଚନା ଥାଉକି ଗତକାଲି ବିଜେଡ଼ିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଘର ଆଗରେ ମଧ୍ୟ କିଛି ଦୁର୍ବୃତ୍ତଙ୍କ ଉନ୍ମୋକ୍ତକାଣ୍ଡ ଦେଖିବାକୁ ମିଳିଥିଲା ।
ତେବେ ଏଠାରେ ପ୍ରଶ୍ନଉଠେ ଯେ, ଯଦି ବଡ଼ ବଡ଼ ନେତାମାନଙ୍କ କ୍ଷେତ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.