ମଦ ନମିଳିବାରୁ ଜେଲରେ ଉତ୍ପାତ କଲେ ହତ୍ୟାକାରୀ ପ୍ରେମିକ ପ୍ରେମିକା; ଜେଲର ଦେଖି ଛାନିଆ
ଲକ୍ଷ୍ନୌ: ଉତ୍ତରପ୍ରଦେଶେ ଏକ ଜେଲରେ ତାଜୁବ କଲା ଭଳି ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଜେଲରେ ଥିବା ଦୁଇ ପ୍ରେମିକ ପ୍ରେମିକା ଡ୍ରଗ୍ସ ନେଇ ପାରୁନଥିବାରୁ ଜେଲରେ ଉତ୍ପାତ କରିଛନ୍ତି । ଏମିତିକି ସେମାନେ ଡ୍ରଗ୍ସ ନେଇ ପାରୁନଥିବାରୁ ତିନି ଦିନ ଧରି ଶୋଇପାରି ନାହାଁନ୍ତି। କୁହାଯାଉଛି…