Latest Odisha News

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ…

କରୋନା ପାଇଁ ସପ୍ତପଦୀ…

କୋଭିଡ-୧୯ ମହାମାରୀର ପ୍ରକୋପକୁ କମାଇବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ଦିନିଆ ଲକ୍ ଡାଉନ୍ ର ଅବଧିକୁ କେନ୍ଦ୍ର ସରକାର ଶେଷରେ ପୁଣି ୧୯ ଦିନ ବୃଦ୍ଧିକରିଛନ୍ତି| ଏହି ମର୍ମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟେଲିଭିଜନ ଜରିଆରେ ସମ୍ବୋଧନ କରି ଏହାର…

ଘଡ଼ିସନ୍ଧି ସମୟରେ ଗୁଡ୍ ସାଇନ୍ସ

ଗୋଟାଏ ଅଦୃଶ୍ୟ ଭୂତାଣୁର ବିଭୀଷିକାରୁ ବର୍ତ୍ତିବା ପାଇଁ ମନୁଷ୍ୟ ସକଳ ଚେଷ୍ଟା ଜାରିରଖିଛି| ଏହି ସମୟରେ ସରକାର ଓ ଜନସାଧାରଣଙ୍କ ପ୍ରତିକାରମୂଳକ ପଦକ୍ଷେପ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ବେଳେ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ବିପଜ୍ଜନକ କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ…