Latest Odisha News

BREAKING NEWS

ପୃଥିବୀର ରହସ୍ୟମୟ ଗଛ, ଛୁଇଁଲେ କରିବେ ଆତ୍ମହତ୍ୟା

ଲୋକମାନେ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଗଛ ଲଗାଇଥାନ୍ତି  । ଗଛ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ହେଲେ ଗଛ ପୁଣି ଏତେ ବିପଜ୍ଜନକ ହୋଇପାରେ? ଏତେ ଘାତକ ହୋଇପାରେ ? ବୃକ୍ଷବିନା ଜୀବନ ସମ୍ଭବ ନୁହେଁ ହେଲେ ଏମିତି ଗଛ ଅଛି ଯାହାକୁ ସ୍ପର୍ଶ ମାତ୍ରେ  ଜୀବନ ହାରିବାକୁ ଇଚ୍ଛା…

ରହସ୍ୟ ଖୋଜିବାକୁ ଯାଇ ରହସ୍ୟମୟ ଭାବେ ହଜି ଯାଆନ୍ତି ଲୋକେ

ପୃଥିବୀରେ ଏମିତି ଅନେକ ରହସ୍ୟ ଅଛି, ଯାହା କି ବିଜ୍ଞାନ ପାଇଁ ଏକ ବଡ ଆହ୍ୱାନ । ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଘାଟି ବିଷୟରେ କହିବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏମିତି ଏକ ଘାଟି ଅଛି ଯାହାକୁ କେହି ଖୋଜି ପାଇ ନାହାଁନ୍ତି । ଯିଏ ଜାଣିବାକୁ ଚେଷ୍ଟା କରିଛି ସେ ସବୁଦିନ…

ସ୍କୁଲରେ ବିସ୍ଫୋରଣ, ହାତ ହରାଇଲେ ଛାତ୍ର

ବାଲିଗୁଡା: ବାଲିଗୁଡାସ୍ଥିତ ରୁତୁଙ୍ଗିଆ ସେଣ୍ଟ ଜାଭିୟର ସ୍କୁଲରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ପାପୁଲି ହରାଇଥିବା ଜଣାପଡିଛି । ଆହତ ଛାତ୍ରମାନେ ସେହି ସ୍କୁଲର ହଷ୍ଟେଲରେ ରହୁଥିଲେ । ଏହି ଅଘଟଣ  ବୁଧବାର ଅପରାହ୍ନରେ ଘଟିଛି । ଖେଳ ଛୁଟି…

ଟାପୁର ନାଁ ବ୍ୟାଟସ୍ ଆଇଲ୍ୟାଣ୍ଡ୍

ସମ୍ବଲପୁର: ‘ବାଦୁଡ଼ି ଦ୍ୱୀପ’ ବା ‘ବ୍ୟାଟସ୍ ଆଇଲ୍ୟାଣ୍ଡ୍ ’ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହିଛି ଏହି ବାଦୁଡ଼ି ଦ୍ୱୀପ। ଏବେ ଏହି ଦ୍ୱୀପ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଦ୍ୱୀପର ଗୋଟିଏ ପଟେ ବହୁ…

ଆମେ ଖାଉନା ପିଆଜ, ରସୁଣ, ଆମେ ଛୁଉଁନା ମଦ, ମାଂସ

ବିହାର:ପିଆଜ-ରସୁଣ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ । ଏହାର ମୂଲ୍ୟ ବଢିବା ଓ କମିବା ହେତୁ ସବୁବେଳେ ବେଶ୍ ଚାହିଦା ରହିଥାଏ ।   ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଗତ ୪୦ ରୁ ୪୫ବର୍ଷ…

ଗୋଡ ନାହିଁ, କିନ୍ତୁ ଦ୍ରୁତ ଗତିରେ ଦୌଡି କଲେ ବିଶ୍ୱ ରେକର୍ଡ

ୱାଶିଂଟନ: ବାସ୍ତବରେ କୁହାଯାଏ, ମନୋବଳ ଥିଲେ ମନୁଷ୍ୟ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ପୋଷ୍ଟ କରାଯାଇଛି । ଏଥିରେ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ନେଉଥିବାର ଝଲକ…

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ…

ଜାନୁଆାରୀ ୧୧ର ସେଇ କାଳ ରାତି: କେମିତି ଛଟପଟ ହୋଇ ଆଖି ବୁଜିଲେ ଶାସ୍ତ୍ରୀ

'ରୁମରେ ଶୋଇଥାଏ । ହଠାତ୍ କେହି ଜଣେ କବାଟ ବାଡେଇଲେ।  କବାଟ ଖୋଲିବା ପରେ ମହିଳା ଜଣକ କହିଲେ - ତୁମର ପ୍ରଧାନମନ୍ତ୍ରୀ ଆଉ ଜୀବିତ ନାହାନ୍ତି। ମୁଁ ଦୈାଡି ଯାଇ ଶାସ୍ତ୍ରୀଜୀଙ୍କ କୋଠରୀ ଆଡକୁ ଦେଖେ ତ ସୋଭିଏତ୍ ୟୁନିଅନ୍ ପ୍ରଧାନମନ୍ତ୍ରୀ ଆଲେକ୍ସି କୋସିଗିନ୍ ବାରଣ୍ଡାରେ ଠିଆ ହୋଇଥିଲେ । ସେ…